CHARIDHAM

(Video) କେନାଲରୁ ମଣିଷ କଙ୍କାଳ ଉଦ୍ଧାର କଲା ପିପିଲି ପୋଲିସ

କେନାଲରୁ ମଣିଷ କଙ୍କାଳ ଉଦ୍ଧାର କଲା ପିପିଲି ପୋଲିସ । ପୁରୀ ଜିଲ୍ଲା ପିପିଲି ବ୍ଲକ ଦାଣ୍ଡମୁକୁନ୍ଦପୁର ପଞ୍ଚାୟତର କଢିମୂଳ ସଫେଇ କେନାଲରୁ ଏକ ମଣିଷ କଙ୍କାଳ ପୋଲିସ ଉଦ୍ଧାର କରିଛି । କଙ୍କାଳଟି ପୁରୁଷ ଲୋକରକି…

ଉଦଘାଟିତ ହେଲା O-HUB, ଷ୍ଟାର୍ଟ ଅପ୍ ଓଡ଼ିଶା ଇନକ୍ୟୁବେସନ ସେଣ୍ଟର; ପ୍ରତିବର୍ଷ ୨୦୦ ନୂଆ ଷ୍ଟାର୍ଟଅପ୍ ସୃଷ୍ଟି କରିବା ନେଇ ମୁଖ୍ୟମନ୍ତ୍ରୀଙ୍କ…

ଭୁବନେଶ୍ୱର: ଉଦଘାଟିତ ହେଲା ଓ-ହବ୍ ଓଡ଼ିଶା ଇନକ୍ୟୁବେସନ ସେଣ୍ଟର । ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏମଏସଏମଇ ବିଭାଗର ଏହି ଓ-ହବ୍ ଓଡ଼ିଶା ଇନକ୍ୟୁବେସନ ସେଣ୍ଟରକୁ ଉଦଘାଟନ କଲେ…

ଅବ୍ୟବସ୍ଥାକୁ ନେଇ କଲେଜରେ ତାଲା ପକାଇଲେ ଛାତ୍ର ଛାତ୍ରୀ: ସମାଧାନ ନହେଲେ ଆନ୍ଦୋଳନ ଜୋରଦାର କରିବାକୁ ଚେତାବନୀ

କେନ୍ଦୁଝର ଜିଲ୍ଲା ଜାମୁନାଳିଆ ସ୍ଥିତ ଡିଗ୍ରୀ କଲେଜର ଛାତ୍ର ଛାତ୍ରୀମାନେ କଲେଜରେ ବିଭିନ୍ନ ସମସ୍ୟା ନେଇ ଗତ 3 ଦିନ ହେବ ଆନ୍ଦୋଳନରେ ବସିଛନ୍ତି । କଲେଜରେ ସ୍ଥାୟୀ ଅଧ୍ୟାପକ, ଲାଇବ୍ରେରୀ, ପ୍ଲେସମେଣ୍ଟର ସୁବିଧା ନଥିବା…

ରୋହିତଙ୍କ ଅନୁପସ୍ଥିତିରେ ଟେଷ୍ଟ ଦଳର ଉପ ଅଧିନାୟକ ହେବେ କେଏଲ ରାହୁଲ

ନୂଆଦିଲ୍ଲୀ : କେଏଲ ରାହୁଲ ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଦଳର ଉପ ଅଧିନାୟକ ରହିବେ। ହାମଷ୍ଟ୍ରିଙ୍ଗ କାରଣରୁ ରୋହିତ ଶର୍ମା ଟେଷ୍ଟ ସିରିଜରୁ ଓହରି ଯିବା ପରେ ରାହୁଲଙ୍କୁ ଏହି…

ୟୁପିଆଇ ବ୍ୟବହାର କରୁଥିଲେ କରନ୍ତୁ ନାହିଁ ଏହି ୫ ଭୁଲ୍! ନହେଲେ ହୋଇଯିବେ କାଙ୍ଗାଳ

ନୂଆଦିଲ୍ଲୀ: ବିଗତ କିଛି ବର୍ଷ ମଧ୍ୟରେ ଅନଲାଇନ ବା ଡିଜିଟାଲ ନେଣଦେଣ ଅନେକ ମାତ୍ରାରେ ବୃଦ୍ଧି ପାଇଛି । ଅନେକ ଲୋକ ସ୍ମାର୍ଟଫାନ ଦ୍ୱାରା ଡିଜିଟାଲ ପେମେଣ୍ଟ କରୁଛନ୍ତି । ତେବେ ଏହା ଯେତେ ସହଜ ହୋଇଥିଲେ ବି କେବେକେବେ…

ଅଗ୍ନି-୧ ପ୍ରାଇମର ସଫଳ ପରୀକ୍ଷଣ, ରାଜନାଥ ଜଣାଇଲେ ଶୁଭେଚ୍ଛା

ବାଲେଶ୍ୱର: ସଫଳତାର ସହ ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି ଭାରତ । ଓଡ଼ିଶାର ବାଲେଶ୍ୱର ଜିଲାସ୍ଥିତ ଅବଦୁଲ କଲାମ ଦ୍ୱୀପରୁ ଅଗ୍ନି-୧ ପ୍ରାଇମ ମିସାଇଲର ପରୀକ୍ଷଣ କରାଯାଇଥିଲା । ପରୀକ୍ଷଣ ସ୍ଥଳରୁ…

କରାଚୀରେ ଭୟଙ୍କର ବିସ୍ଫୋରଣରେ: ୧୦ ମୃତ

ପାକିସ୍ତାନର ବନ୍ଦର ନଗରୀ କରାଚିରେ ଭୟଙ୍କର ବିସ୍ଫୋରଣ । କରାଚି ଶେରଶାହା ଛକରେ ଥିବା ଏକ କୋଠାରେ ବିସ୍ଫୋରଣ । ବିସ୍ଫୋରଣରେ ୧୦ ମୃତ, ଅନେକ ଲୋକ ଆହତ ହୋଇଥିବା ସୂଚନା । ପୋଲିସ୍ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି…

(ଭିଡ଼ିଓ)କେଉଁ ଆପ୍ଲିକେସନ୍ ଡାଉନଲୋଡ କଲେ ହେଉଛି ଅଧିକ ଠକେଇ? DCP ଦେଲେ ସମସ୍ତ ତଥ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ସାଇବର ହେଲ୍ପ ଡେସ୍କର ବର୍ଷିକ ରିପୋର୍ଟ ପ୍ରକାଶ ପାଇଛି । ବର୍ଷକରେ ରାଜ୍ୟରୁ ୬ କୋଟି ୭୯ ଲକ୍ଷ ୮୫ ହଜାର ୩୪୪ ଟଙ୍କା ଲୁଟିଛନ୍ତି ସାଇବର ଲୁଟେରା । ଫେବ୍ରୁଆରୀରୁ ଡିସେମ୍ବର…

୨୦୨୨ ହେବ ରୋମାଞ୍ଚଭରା: ନୂଆ ବର୍ଷରେ ରିଲିଜ୍ ହେବ ଏହି ୧୦ଟି ହିଟ୍ ୱେବ୍ ସିରିଜର ସିକ୍ୱେଲ୍

ମୁମ୍ବାଇ: କୋଭିଡ୍ ମହାମାରୀ କାରଣରୁ ୨୦୨୧ରେ ଅଧିକ ସମୟ ଲୋକଙ୍କୁ ଘରେ ରହିବାକୁ ପଡ଼ିଲା । ତେଣୁ ଏହି ସମୟରେ ଓଟିଟି ପ୍ଲାଟଫର୍ମକୁ ଲୋକେ ଅଧିକ ପସନ୍ଦ କରିଥିଲେ । ଯାହାର ଧାରା ଜାରି ରହିଛି । ସିନେମା ହଲ୍ ଖୋଲିଥିଲେ…

ଓମିକ୍ରନରେ ଚାଲିଯାଉଛି କି ଘ୍ରାଣଶକ୍ତି? ଜାଣନ୍ତୁ କ’ଣ ଉତ୍ତର ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଦେଶର ଅନେକ ରାଜ୍ୟରେ ପ୍ରବେଶ କରି ବ୍ୟାପିବାରେ ଲାଗିଛି । ଏହା ସହ ଓମିକ୍ରନର ଅନେକ ଲକ୍ଷଣ ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଓମିକ୍ରନରେ ଘ୍ରାଣଶକ୍ତି…