ଘୁଞ୍ଚିଲା ନବମ ଶ୍ରେଣୀ ପରୀକ୍ଷା, ଏହି ତାରିଖରୁ ଆରମ୍ଭ ହେବ ପ୍ରଥମ ସମେଟିଭ ଆସେସମେଣ୍ଟ ପରୀକ୍ଷା
କଟକ (ଭାସ୍କର ନ୍ୟୁଜ୍): ଚଳିତବର୍ଷ ନୂତନ ଢାଞ୍ଚରେ ହେବାକୁ ଥିବା ନବମ ଶ୍ରେଣୀ ପ୍ରଥମ ସମେଟିଭ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ପରୀକ୍ଷା ନିମନ୍ତେ ନଭେମ୍ବର ୨୭ତାରିଖରୁ ଦିନ…