ଚାକିରି ଛାଡି କରନ୍ତୁ ବ୍ୟବସାୟ: ମାସକୁ କମେଇବେ ଲକ୍ଷେ ଟଙ୍କା

ନୂଆଦିଲ୍ଳୀ: ଯଦି ଆପଣ ଚାକିରି କରିବା ପାଇଁ ଆଗ୍ରହୀ ନାହାନ୍ତି ତେବେ ଆପଣଙ୍କ ପାଇଁ ଖୁଶି ଖବର । କୃଷି କ୍ଷେତ୍ର ସହିତ ଜଡିତ ନଥିବା ଅଥବା କୌଣସି ଋତୁ ସହିତ ଜଡିତ ନଥିବା ବ୍ୟବସାୟ ଆପଣ କରିପାରିବେ । ଏହି ବ୍ୟବସାୟରେ…

୧୫ ମନ୍ତ୍ରୀଙ୍କ ସହିତ କ୍ୟାବିନେଟ ସଂପ୍ରସାରଣ କଲେ ଗେହଲଟ୍: ପାଇଲଟ୍ ଅନୁଗାମୀଙ୍କୁ ପ୍ରାଧାନ୍ୟ

ନୂଆଦିଲ୍ଳୀ: ରବିବାର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ନିଜର କ୍ୟାବିନେଟ ସଂପ୍ରସାରଣ କରିଛନ୍ତି । ଶନିବାର ସମସ୍ତ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ପ୍ରଦାନ କରିଥିବା ବେଳେ ରବିବାରର ଶପଥ ଗ୍ରହଣ ଉତ୍ସବରେ ସଚିନ…

ରାଜଧାନୀରେ ସବୁ ସ୍କୁଲ ବନ୍ଦ, ଶିକ୍ଷା ବିଭାଗର ସୂଚନା

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଯୋଗୁଁ ଚିନ୍ତା ବଢ଼ିବାରେ ଲାଗିଛି । ଗତ ସପ୍ତାହରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜଧାନୀରେ ସମସ୍ତ ସ୍କୁଲ କଲେଜକୁ ବନ୍ଦ କରିଦିଆଯାଇଛି । ପରବର୍ତ୍ତୀ ଆଦେବ…

ମମିତା ହତ୍ୟା ମାମଲା: ଆଉ ଜଣେ ଛାତ୍ରୀଙ୍କ ବୟାନ ରେକର୍ଡ

କଳାହାଣ୍ଡି(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ରାଜନୀତି ତୀବ୍ର ହେବାରେ ଲାଗିଛି । ଏହି ମାମଲାରେ ଆଉ ଜଣେ ଛାତ୍ରୀଙ୍କ ବୟାନ ରେକର୍ଡ…

ରୋହିତ ଶର୍ମାଙ୍କ ନୂତନ ରେକର୍ଡ: ପାକିସ୍ତାନୀ କ୍ରିକେଟରଙ୍କୁ ପଛରେ ଛାଡିଲେ

ନୂଆଦିଲ୍ଳୀ: ନବନିଯୁକ୍ତ ଭାରତୀୟ ଟି-୨୦ ଅଧିନାୟକ ରୋହିତ ଶର୍ମା ନିଜର ଛକା ମାରିବା ଦକ୍ଷତାକୁ ନେଇ ପ୍ରସିଦ୍ଧି । ଅସାଧାରଣ ପୁଲ ଶଟ୍ ମାରିବାର ଦକ୍ଷତା ରଖୁଥିବା ରୋହିତ ବିଶ୍ୱର ଯେ କୌଣସି ଗ୍ରାଉଣ୍ଡକୁ ସହଜରେ ପାର କରି…

ଆପଣଙ୍କ ସ୍ମାର୍ଟଫୋନରେ ମେମୋରୀ ଫୁଲ୍ ହେଉଛି କି? ଏପରି ବଢ଼ାନ୍ତୁ ଷ୍ଟୋରେଜ୍

ନୂଆଦିଲ୍ଲୀ : ଆଜିକାଲିର ସମୟରେ ଅଧିକାଂଶ ଲୋକେ ନିଜର କାମ ସ୍ମାର୍ଟଫୋନରେ କରିବାକୁ ପସନ୍ଦ କରୁଛନ୍ତି । ସ୍କୁଲ ଓ ଅଫିସର ସମସ୍ତ କାମ ଆପଣ ବି ସ୍ମାର୍ଟଫୋନରେ କରିଥାନ୍ତି । ଫଟୋ ଓ ଭିଡିଓ ସହିତ ମୋବାଇଲ ଆପ ଗୁଡିକ…

ନୂଆ ସିଇଓ ନିଯୁକ୍ତ କଲା ଆଇସିସି; ଜାଣନ୍ତୁ କିଏ ଏହି ବ୍ୟକ୍ତି

ନୂଆଦିଲ୍ଳୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ୍(ଆଇସିସି) ପକ୍ଷରୁ ଏହାର ନୂତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି । ଅଷ୍ଟ୍ରେଲିଆର ପୂର୍ବତନ ଘରୋଇ କ୍ରିକେଟ ଖେଳାଳି ଜିଓଫ୍ ଆଲାର୍ଡିସଙ୍କୁ…

Aadhaar 2.0: Aadhaar Card ହେବ ଅନ୍ତର୍ଜାତୀୟ ଡିଜିଟାଲ ପରିଚୟ ପତ୍ର, କେନ୍ଦ୍ର ସରକାର କରୁଛନ୍ତି ପ୍ଲାନିଂ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଆଧାର କାର୍ଡକୁ ନେଇ କେନ୍ଦ୍ର ସରକାରଙ୍କ ତରଫରୁ ଏକ ନୂଆ ଅପଡେଟ୍ ଆସିଛି । ସରକାର ଆଧାର ୨.୦ କନସେପ୍ଟ ଉପରେ ବିଚାର କରୁଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । ଏହାଫଳରେ ଆଧାର କାର୍ଡକୁ…

ତୃତୀୟ ବିବାହ କରିବାକୁ ଯାଉଛନ୍ତି ଅମୀର ଖାନ୍, ଏହି ଅଭିନେତ୍ରୀ ହେବେ କନିଆ!

ମୁମ୍ବାଇ: ବଲିଉଡରେ ଚାଲିଛି ବିବାହ ଋତୁ । ଜଣଙ୍କ ପରେ ଜଣେ ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି । ଏହି ତାଲିକାରେ ରାଜକୁମାର ରାଓ ଓ ପତ୍ରଲେଖା ସାମିଲ ଅଛନ୍ତି, ଯେଉଁମାନେ ନିଜ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି ।…

ଏଣିକି WhatsAppରେ ଦେଖିବାକୁ ମିଳିବ Instagram ଫିଚର, ଜାଣନ୍ତୁ କ’ଣ ସବୁ ରହିଛି ଖାସ୍

ନୂଆଦିଲ୍ଲୀ: ହ୍ୱାଟସଆପ ବ୍ୟବହାରକାରୀଙ୍କ ପାଇଁ ଏକ ନୂଆ ଅପଡେଟ୍ ଆସିଛି । ଏଣିକି ହ୍ୱାଟସଆପରେ ଇନଷ୍ଟାଗ୍ରାମର ଫିଚର ଉପଲବ୍ଧ ହେବ । ଏନେଇ ହ୍ୱାଟସଆପ୍ ପକ୍ଷରୁ ଏକ ନୂଆ ମେସେଜ୍ ଫିଚର ଉପରେ କାର୍ଯ୍ୟ ଜାରି ରହିଛି । ଯଦି…