ଚଳନ୍ତା ଅବସ୍ଥାରେ ୧୦୮ ଆମ୍ବୁଲାନ୍ସରୁ ବାହାରିଗଲା ଚକା, ଅଳ୍ପକେ ବର୍ତ୍ତିଲେ ଚାଳକ ଓ ହେଲ୍ପର୍

ଟାଙ୍ଗୀ-ଚୌଦ୍ୱାର (ଭାସ୍କର ନ୍ୟୁଜ୍‌) : ଚୌଦ୍ୱାର ଥାନା ଅନ୍ତର୍ଗତ ୫୫ନଂ. ଜାତୀୟ ରାଜପଥର ଚାଉଳିଆ ପୋଲ ଉପରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନାଥାଉକି, ଢେଙ୍କାନାଳରୁ କଟକ ଅଭିମୁଖେ ଯାଉଥିବା ଏକ ୧୦୮…

ଟ୍ରେନ୍‌‌ ଯାତ୍ରୀଙ୍କୁ ରନ୍ଧା ଖାଦ୍ୟ ଯୋଗାଣ ପୁଣି ହେଲା ଆରମ୍ଭ, ପୂର୍ବଭଳି ଦିଆଯିବ ରେଡି-ଟୁ-ଇଟ୍ ‌ମିଲ୍‌

ନୂଆଦିଲ୍ଲୀ: ଟ୍ରେନ୍‌‌ ଯାତ୍ରୀଙ୍କୁ ରନ୍ଧା ଖାଦ୍ୟ ଯୋଗାଣ ପୁଣି ଆରମ୍ଭ କରାଯିବା ନେଇ ରେଳ ବୋର୍ଡ ନିଷ୍ପତ୍ତି ନେଇଛି । କୋଭିଡ୍ ମହାମାରୀ ପ୍ରଭାବ ଯୋଗୁଁ ରନ୍ଧା ଖାଦ୍ୟ ଯୋଗାଣ ଉପରେ କଟକଣା ଲଗାଯାଇଥିଲା। କିନ୍ତୁ…

ମୁମ୍ବାଇରେ ସବୁ ମାସ ୧୦ କିଲୋ ଡ୍ରଗ୍ସ ପହଞ୍ଚାଉଥିବା ଓକିଲ ବାନ୍ଧିଲା ପୋଲିସ୍‌, ୨.୩୫ କୋଟି ଟଙ୍କା ମୂଲ୍ୟର ଡ୍ରଗ୍ସ ଜବତ

ମୁମ୍ବାଇ : ମୁମ୍ବାଇରେ ସବୁ ମାସ ୧୦ କିଲୋ ଡ୍ରଗ୍ସ ପହଂଚାଉଥିବା ଓକିଲ ରାଜକୁମାର ରାଜହଂସଙ୍କୁ ଶୁକ୍ରବାର ଦିନ ପୋଲିସ୍‌ର ଆଣ୍ଟି ନାର୍କୋଟିକ୍ସ ସେଲ୍‌(ଏଏନ୍‌ସି) ଗିରଫ କରିଛି । ସତ୍ର ନ୍ୟାୟାଳୟ ଅଭିଯୁକ୍ତଙ୍କୁ ୨୨…

ଆଜି ଅନୁଗୁଳ ଓ ଢେଙ୍କାନାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଏସ୍‌କେୱାଇ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ସହ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ…

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଆଜି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲଥ କାର୍ଡ ସେବାରେ ସାମିଲ ହେବ ଆଉ ୨ଟି ଜିଲ୍ଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାକୁ ଗସ୍ତ କରି…

ଏୟାରଟେଲ ବ୍ଲାକର ସବୁଠୁ ଶସ୍ତା ପ୍ଲାନ; ମିଳୁଛି ଅଧିକ ଡାଟା, କଲିଂ ଏବଂ ଡିଟିଏଚର ଫାଇଦା, ଜାଣନ୍ତୁ କେମିତି

ଏୟାରଟେଲ କିଛି ମାସ ପୂର୍ବରୁ ଏୟାରଟେଲ ବ୍ଲାକ୍ ନାମକ ଏକ ସେବା ଆରମ୍ଭ କରିଥିଲା। ଏହି ସେବା ଅଧୀନରେ, ଏୟାରଟେଲ୍ ଉପଭୋକ୍ତାମାନେ ଡିଟିଏଚ୍, ପୋଷ୍ଟପେଡ୍ ମୋବାଇଲ୍ ଏବଂ ବ୍ରଡବ୍ୟାଣ୍ଡ ପରି ଅନେକ ସେବାର ଏକକାଳୀନ…

ରାଶିଫଳ(ଶନିବାର,୨୦ ନଭେମ୍ବର,୨୦୨୧)

ମେଷ - ଚାକିରି ବ୍ୟବସାୟରେ ଉର୍ଣ୍ଣତି, ଜନସମ୍ପର୍କ ବୃଦ୍ଧି, ମାତ୍ର ମାତୃ ଓ ସ୍ତ୍ରୀ ବର୍ଗରେ ପିଡା ଯୋଗ ରହିବ, କର୍ମକ୍ଷେତ୍ରରେ ଅନୁକୂଳ ପରିବେଷ ରହିବ, ଆଥିକ ପରିସ୍ଥିତି ଭଳ ରହିବ, ଶିକ୍ଷାର୍ଥି ନୂତନ ଜ୍ଞାନକୌଶଳ…

କମଲା ହାରିସଙ୍କୁ କ୍ଷମତା ହସ୍ତାନ୍ତର କରିବାକୁ ଯାଉଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ! ଜାଣନ୍ତୁ କାରଣ

ଆମେରିକା ଇତିହାସରେ ପ୍ରଥମ ଥର ପାଇଁ ଜଣେ ମହିଳାଙ୍କ ହାତରେ ରହିବ ରାଷ୍ଟ୍ରପତି କ୍ଷମତା । ସ୍ୱଳ୍ପ ସମୟ ପାଇଁ ଉପରାଷ୍ଟ୍ରପତି କମଲା ହାରିସଙ୍କୁ କ୍ଷମତା ହସ୍ତାନ୍ତର କରିବାକୁ ଯାଉଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ ।…

ଗର୍ଜିଲା ରୋହିତ-ରାହୁଲଙ୍କ ବ୍ୟାଟ୍, ନ୍ୟୁଜିଲାଣ୍ଡକୁ ୭ ଓ୍ଵିକେଟରେ ହରାଇ ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ

ରାଞ୍ଚି : ପୁଣି ରୋହିତ ବାହିନୀଙ୍କ ଦମଦାର ପ୍ରଦର୍ଶନ। କୋଚ୍ ରାହୁଲ ଦ୍ରାବିଡ ଏବଂ ରୋହିତଙ୍କ ନେତୃତ୍ଵରେ ଉତ୍ସାହିତ ଭାରତୀୟ ଦଳ ରାଞ୍ଚିର ଜେଏସସିଏ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ଵିତୀୟ ଟି-୨୦ରେ ନ୍ୟୁଜିଲାଣ୍ଡକୁ ୭…

ଶନିବାର ଦେଶବ୍ୟାପୀ ‘କିଷାନ ବିଜୟ ଦିବସ’ ପାଳନ କରିବ କଂଗ୍ରେସ; ସୋନିଆ କହିଲେ- ଜିତିଲେ ଚାଷୀ, ହାରିଲେ ସରକାର

ନୂଆଦିଲ୍ଲୀ : ତିନି କୃଷି ଆଇନ ପ୍ରତ୍ୟାହାର ସହ ଦେଶରେ କୃଷକଙ୍କ ମହଲରେ ଖୁସିର ମାହୋଲ ଖେଳି ଯାଇଛି। ଆଜିର ଦିନକୁ ଅଗଷ୍ଟ ୧୫ ଏବଂ ଜାନୁଆରୀ ୨୬ ପରି ଐତିହାସିକ ବୋଲି କହିଛନ୍ତି କୃଷକ ସଂଗଠନ ସହ ବିରୋଧୀ ଦଳ। ଏହି…

ଶନିବାର ଉପଲବ୍ଧ ହେବ +୨ ରେଜଲ୍ଟ

ଭୁବନେଶ୍ୱର: ଶନିବାର ପ୍ରକାଶ ପାଇବ +୨ ଅଫଲାଇନ ରେଜଲ୍ଟ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା । www.orissaresults.nic.in ରେ ରେଜଲ୍ଟ ଉପଲବ୍ଧ ହେବ । ଅକ୍ଟୋବର ୧ରୁ ୧୧ ତାରିଖ ଯାଏଁ ଅଫଲାଇନ ପରୀକ୍ଷା…