ସୋସିଆଲ ମିଡିଆକୁ ଫେରିଲେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ, ଇନଷ୍ଟାରେ ସେୟାର କଲେ ଫଟୋ ଓ ଭିଡିଓ

ମୁମ୍ବାଇ (ଭାସ୍କର ନ୍ୟୁଜ୍) : ଚୁଲବୁଲି ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ନାଁରେ ସମନ ଜାରି ହେବା ପରେ ଗତ କିଛିଦିନ ହେବ ସେ ସୋସିଆଲ ମିଡିଆଠାରୁ ବି ଦୂରେଇ ଯାଇଥିଲେ । ଏମିତିକି ସେ ତାଙ୍କ ଜନ୍ମଦିନ ବି ପାଳନ କରି ନ…

ଚାଇଲ୍ଡ ପର୍ଣ୍ଣୋଗ୍ରାଫୀ ମାମଲାର ସିବିଆଇ ଯାଞ୍ଚ: ୫୦ଟି ଗ୍ରୁୂପ୍, ୫ହଜାର ଅଭିଯୁକ୍ତ ଓ ଲକ୍ଷ ଲକ୍ଷ ଟଙ୍କାର କାରବାରର ହେଲା ଖୁଲାସା

ନୂଆଦିଲ୍ଲୀ: ଦେଶରେ ଇଣ୍ଟରନେଟ୍ ଓ ସୋସିଆଲ ମିଡିଆରେ ଚାଇଲ୍ଡ ପର୍ଣ୍ଣୋଗ୍ରାଫୀ ମାମଲା ବଢ଼ିବାରେ ଲାଗିଛି । ତେବ୍ରେ ଏହାକୁ ନେଇ ଏବେ ସିବିଆଇ ଯାଞ୍ଚ ଆରମ୍ଭ ହୋଇଛି । ମାମଲାକୁ ଗମ୍ଭୀର ଭାବରେ ଯାଞ୍ଚ କରିବ କେନ୍ଦ୍ରୀୟ…

ବାଇକରେ ପେଟ୍ରୋଲ ପକାଇବା ବେଳେ ଦୀପ ନିଆଁ ସ୍ପର୍ଶ ଆସି ଲାଗିଲା ନିଆଁ, ପରିବାର ୩ ସଦସ୍ୟ ଗୁରୁତର

ଭଞ୍ଜନଗର (ଭାସ୍କର ନ୍ୟୁଜ): ପେଟ୍ରୋଲରେ ନିଆଁ ଲାଗି ଗୋଟିଏ ପରିବାର ୩ଜଣ ସଦସ୍ୟ ଗୁରୁତର ଆହାତ ହୋଇଛନ୍ତି । ମିଳିଥିବା ସୂଚନା ପ୍ରକାରେ ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ସମରବନ୍ଧ ଗ୍ରାମର ପ୍ରଫୁଲ ନାୟକ(୫୦) ନିଜ…

TrueCallerରେ ବଦଳିଲା Call recording ଫିଚର୍, ଜାଣନ୍ତୁ କିପରି କରିବେ ଆକ୍ଟିଭ୍

ନୂଆଦିଲ୍ଲୀ: ୨୦୧୮ ମସିହାରେ ଟ୍ରୁକଲର୍ ପ୍ଲାଟଫର୍ମରେ ଏକ ନୂତନ ଫିଚର୍ ଆସିଥିଲା । ଯାହାକି ବଛା ବଛା ୟୁଜର୍ସଙ୍କ ପାଇଁ ଉପଲବ୍ଧ ଥିଲ।। । ସେ ସମୟରେ ୟୁଜର୍ସ ମାନେ ଏହାର ଲାଭ ଉଠାଇବା ପାଇଁ ଏହି ଫିଚର୍ସକୁ ଟଙ୍କା ଦେଇ…

ପୋଲିସର ଗାଡ଼ି ଚେକିଙ୍ଗ ବେଳେ ଧରାପଡିଲେ ୨ ବ୍ରାଉନ୍‌ସୁଗର ବେପାରୀ, ୮ ଲକ୍ଷ ଟଙ୍କାର ଧଳାଜହର ଜବତ

ତିହିଡି (ଭାସ୍କର ନ୍ୟୁଜ୍‌): ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧିନ ନନ୍ଦପୁର ଛକ ନିକଟ ସତସଙ୍ଗ ବିହାର ନିକଟରେ ନଭେମ୍ବର ୧୬ ତାରିଖ ରାତି ପ୍ରାୟ ୮.୪୫ ରେ ପୋଲିସ ମୋଟର ଭେଇକିଲ ଚେକିଙ୍ଗ କରୁଥିବା ସମୟରେ ୮ ଲକ୍ଷ ଟଙ୍କା…

ପରମବୀର ସିଂହ ପଳାତକ ଘୋଷିତ, ଆସନ୍ତା ୩୦ ଦିନ ମଧ୍ୟରେ ତାଙ୍କର କୌଣସି ପତ୍ତା ନମିଳେ ଜବତ ହେବ ସମ୍ପତ୍ତି

ମୁମ୍ବାଇ: ପଳାତକ ଘୋଷିତ ହେଲେ ମୁମ୍ବାଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂହ । ତାଙ୍କ ସମେତ ଆଉ ଦୁଇ ଜଣଙ୍କୁ ମଧ୍ୟ ମୁମ୍ବାଇ ଏସ୍‌ପ୍ଳାନେଡ୍‌ କୋର୍ଟ ପଳାତକ ଅପରାଧୀ ବୋଲି ଘୋଷଣା କରିଛନ୍ତି । ପରମବୀରଙ୍କ ବିରୋଧରେ…

ବିଜେପି ନେତ୍ରୀଙ୍କ କାର୍‌କୁ ପେଟ୍ରୋଲ ବୋମା ମାଡ଼, ଦୁର୍ବୃତ୍ତଙ୍କୁ ଧରିବା ପାଇଁ ପୁଲିସ୍‌ର ଛାନ୍ନ ଭିନ୍ନ ଜାରି

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ପେଟ୍ରୋଲ ବୋମା ପକାଇ ବିଜେପି ନେତ୍ରୀଙ୍କ ଗାଡ଼ି ପୋଡିଦେଲେ ଦୁବୃର୍ତ୍ତ । ଭୁବନେଶ୍ୱର ଜିଲ୍ଲା ବିଜେପି କୋଷାଧ୍ୟକ୍ଷ ମିନତୀ ବାରିକଙ୍କ ଗାଡ଼ି ଉପରକୁ ପେଟ୍ରୋଲ ବୋମା ପକାଯାଇଥିବା ଅଭିଯୋଗ…

ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ କୋଭିଡ୍‌ ପଜିଟିଭ ଚିହ୍ନଟ୍, ଏଆଇଜି ହସ୍ପିଟାଲରେ ଭର୍ତ୍ତି ; ଟୁଇଟ୍‌ କରି ଆଶୁଆରୋଗ୍ୟ କାମନା…

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ କୋଭିଡ୍‌ ସଂକ୍ରମିତ ହୋଇଥିବା ଜଣାପଡିଛି । ଅସୁସ୍ଥ ଶ୍ରୀ ହରିଚନ୍ଦନଙ୍କୁ ବିଜୟାୱାଡାରୁ ହାଇଦ୍ରାବାଦ୍‌କୁ ଏୟାର ଲିଫ୍ଟ କରାଯାଇଛି ।…

ରାଶିଫଳ(ଗୁରୁବାର,୧୮ ନଭେମ୍ବର,୨୦୨୧)

ମେଷ - ଅଶୁଭ ଗ୍ରହ ପ୍ରଭାବ ରହିବ ଫଳରେ କୌଣସି ପ୍ରକାରର ଧୋକା ମିଳିବ, ଆଜି ଲାଲ ମନ୍ଦାର ମଙ୍ଗଳା ମନ୍ଦିରରେ ଦିଅନ୍ତୁ, ଗଛିତ ଅର୍ଥବ୍ୟୟ ବଢିବ ଫଳରେ ମନ ଅଶାନ୍ତ ରହି ସଠିକ ନିଷ୍ପତି ନେଇ ନପାରି ମନ ଦୁଃଖ ହେବ,…

ଡାଏଟରେ ସାମିଲ କରନ୍ତୁ ଏହି ଖାଦ୍ୟ; ସର୍ବଦା ରହିବେ ସତେଜ

ଆମ ଶରୀର ପାଇଁ ପାଣିର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଶରୀରରୁ ପାଣି ଅଂଶ କମ୍ ହେଲେ ନାନା ରୋଗ ସୃଷ୍ଟି ହୋଇପାରେ। ଗ୍ୟାସ୍ରୁ ନେଇ, ବିଭିନ୍ନ ଧରଣର ପେଟ ସମସ୍ୟାର ମୁଖ୍ୟ କାରଣ ହୋଇଥାଏ କମ୍ ପରିମାଣର ପାଣି ପିଇବା। କେବଳ…