ମଝି ଆକାଶରେ ମନ୍ତ୍ରୀଙ୍କ ମହାନତା: ବଞ୍ଚିଗଲା ବିମାନ ଯାତ୍ରୀଙ୍କ ଜୀବନ

ନୂଆଦିଲ୍ଲୀ: ମଝି ଆକାଶରେ ମନ୍ତ୍ରୀଙ୍କ ମହନୀୟତା । ମାନବିକତା ଦେଖାଇଲେ ଓ ବିମାନ ଭିତରେ ଜୀବନ ବଞ୍ଚାଇଲେ । ଦିଲ୍ଲୀରୁ ମୁମ୍ବାଇ ।ଉଥିବା ଇଣ୍ଡିଗୋ ବିମାନରେ ଦେଖିବାକୁ ମିଳିଥିଲା ଏମିତି ଦୃଶ୍ୟ । ତେବେ ବିମାନ ଯାତ୍ରା…

ଜୟ ଭୀମ ବିବାଦ: ଆକ୍ଟର ସୂର୍ଯ୍ୟାଙ୍କୁ ଜୀବନରୁ ମାରି ଦେବାକୁ ଧମକ, ବଢାଗଲା ଘରର ସୁରକ୍ଷା

ନୂଆଦିଲ୍ଲୀ : ଆମାଜନ ପ୍ରାଇମ୍ ଭିଡିଓରେ ରିଲିଜ୍ ହୋଇଥିବା ଫିଲ୍ମ ଜୟ ଭୀମକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି। ନିକଟ ଦିନରେ ଏହି ଫିଲ୍ମର ନାଁ କୌଣସି ନା କୌଣସି ବିବାଦରେ ଫସିଥିବା ଦେଖିବାକୁ ମିଳିଛି। କିଛି ସିନ୍…

ଓଡ଼ିଶାର ୩୯୩୩ ଗାଁକୁ ମିଳିବ ହାଇସ୍ପିଡ ଇଣ୍ଟରନେଟ୍

ନୂଆଦିଲ୍ଲୀ: ଅପହଞ୍ଚ ଇଲାକାରେ ପହଞ୍ଚିବ ଇଣ୍ଟରନେଟ ସେବା । ଏନେଇ କେନ୍ଦ୍ର ସରକାର ବୁଧବାର ନିଷ୍ପତ୍ତି ନେଇଛନ୍ତି । ଏହି ଯୋଜନା ଅନୁଯାୟୀ ଓଡ଼ିଶା ସହ ଦେଶର ପାଞ୍ଚ ରାଜ୍ୟ ଆନ୍ଧ୍ର୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ,…

ICC ଟି-୨୦ ରାଙ୍କିଙ୍ଗ: ଖସିଲେ ରୋହିତ ଓ ରାହୁଲ; ଟପ ଟେନରେ ନାହାନ୍ତି ଜଣେ ବି ବୋଲର

ନୂଆଦିଲ୍ଲୀ: ବୁଧବାର ଆଇସିସି ପକ୍ଷରୁ ପ୍ରକାଶ ପାଇଛି ଟି-୨୦ ରାଙ୍କିଙ୍ଗ । ନିକଟରେ ଭାରତୀୟ ଅଧିନାୟକ ଏବଂ ଉପ ଅଧିନାୟକ ନିଯୁକ୍ତ ହୋଇଥିବା ରୋହିତ ଶର୍ମା ଏବଂ କେ ଏଲ୍ ରାହୁଲଙ୍କ ରାଙ୍କିଂରେ ଅବନତି ଘଟିଛି ।…

କଂଗ୍ରେସ ନେତା ସୁର ରାଉତରାୟ କରୋନା ପଜିଟିଭ

ଭୁବନେଶ୍ୱର: ଜଟଣୀ ବିଧାୟକ ତଥା କଂଗ୍ରେସ ବରିଷ୍ଠ ନେତା ସୁର ରାଉତରାୟଙ୍କୁ କରୋନା । ସୁରଙ୍କୁ କରୋନା ନେଇ ପରିବାର ପକ୍ଷରୁ ସୂଚନା । ସୁରଙ୍କ ପତ୍ନୀ ମଧ୍ୟ କରୋନା ପଜିଟିଭ ହୋଇଥିବା ସୂଚନା ।

ପ୍ରଥମ ଟି-୨୦: ଟସ ଜିତି ବୋଲିଂ ନିଷ୍ପତ୍ତି ନେଲେ ରୋହିତ ଶର୍ମା; ଭେଙ୍କଟେଶ ଆୟରଙ୍କୁ ବିଗ୍ ବ୍ରେକ୍

ନୂଆଦିଲ୍ଲୀ: ବିଶ୍ୱକପ ବିଫଳତା ପରେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ଆରମ୍ଭ ହୋଇଛି । ଜୟପୁରରେ ଖେଳା ଯାଉଥିବା ପ୍ରଥମ ଟି-୨୦ ମୁକାବିଲାରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା ।…

୨ ଦିନ ପାଇଁ ରାତି ୧୧ ଯାଏଁ ଖୋଲା ଶ୍ରୀମନ୍ଦିର; କାର୍ତ୍ତିକ ପୂର୍ଣ୍ଣିମାରେ ଦର୍ଶନ ବନ୍ଦ

ପୁରୀ: ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ନେଇ ଜାରି ହେଲା ନୂଆ ମାର୍ଗଦର୍ଶିକା । ଆଜି ବୁଧବାର ଏବଂ ଗୁରୁବାର ରାତି ୧୧ଟା ପର୍ଯ୍ୟନ୍ତ ଖୋଲା ରହିବ ଶ୍ରୀମନ୍ଦିର । ସକାଳ ୭ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଖୋଲା ରହିବ…

ନନ୍ଦନ କାନନରେ ପର୍ଯ୍ୟଟକ ହଟହଟା: ଜଙ୍ଗଲ ମଝିରେ ଅଟକିଲା ଟୟ ଟ୍ରେନ

ଭୁବନେଶ୍ୱର: ପୁଣି ଅଧାରେ ଅଟକିଲା ନନ୍ଦନକାନନ ଟୟ ଟ୍ରେନ୍ । ଚାଲୁଥିବା ବେଳେ ଅଧାରାସ୍ତାରେ ଜଙ୍ଗଲ ମଝିରେ ଅଚଳ ହେଲା ନନ୍ଦନ କାନନ ଟୟ ଟ୍ରେନ୍ । ଅଧାରାସ୍ତାରେ ଟ୍ରେନ୍ ଅଚଳ ହେବାରୁ ହଟହଟା ହେଲେ ୬୦ ପର୍ଯ୍ୟଟକ ।…

ଲକ୍ଷ୍ନୌ ପରେ ଦିଲ୍ଳୀ: କ୍ୟାବ ଡ୍ରାଇଭରଙ୍କୁ ସେକି ଦେଇଗଲେ ଯୁବତୀ; ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଲକ୍ଷ୍ନୌ ପରେ ଦିଲ୍ଲୀରେ ଘଟିଯାଇଛି ଚାପୁଡା କାଣ୍ଡ । ଜଣେ ଯୁବତୀ ରାସ୍ତା ମଝିରେ ଜଣେ କ୍ୟାବ ଡ୍ରାଇଭରଙ୍କୁ ଚାପୁଡା ମାରିଛନ୍ତି । ଏହି ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ବେଶ ପ୍ରତିକ୍ରିୟା ଦେଖିବାକୁ…

ରନ୍ଧନ ଗ୍ୟାସ୍ ଦାମ୍ ବୃଦ୍ଧି ପ୍ରତିବାଦରେ ଆରଡିସି ଅଫିସ୍ ଘେରିବ ବିଜେଡି

ଭୁବନେଶ୍ୱର: ରନ୍ଧନ ଗ୍ୟାସ୍ ଦାମ୍ ବୃଦ୍ଧି ପ୍ରତିବାଦରେ ଆରଡିସି ଅଫିସ୍ ଘେରିବ ବିଜେଡି । ପ୍ରେସମିଟରେ ସୂଚନା ଦେଲେ ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ୍ । ୨୨ରେ କଟକ, ୨୩ରେ ସମ୍ବଲପୁର, ୨୪ରେ ବ୍ରହ୍ମପୁର ଆରଡିସି…