ସାଧା ପୋଷାକରେ ଅଭିଯୁକ୍ତକୁ ଧରିବାକୁ ଯାଇ ଛେଚା ଖାଇଲା ପୋଲିସ୍, ଦଳିତ ଲୋକର ହାତକୁ ହାଣି ଦୀର୍ଘଦିନ ହେଲା ଫେରାର ଥିଲା
କଣ୍ଟାପଡ଼ା (ଭାସ୍କର ନ୍ୟୁଜ୍): ଗୋବିନ୍ଦପୁର ଥାନା ଅଧିନସ୍ଥ ବ୍ରାହ୍ମଣବାଟି ଗ୍ରାମରେ ବାଲିପାଟଣା ଥାନା ଅନ୍ତର୍ଗତ ଚାରିପୀଡ଼ା ଗ୍ରାମର ନବଘନ ପାତ୍ର ଏକ ଦଳିତ ଲୋକର ହାତକୁ ହାଣିଦେଇ ଦୀର୍ଘଦିନ ହେଲା ଫେରାର୍ ଥିଲା ।…