ବଡ଼ ଖବର: ମାତ୍ର ଏତେ ଟଙ୍କାରେ ପାଇବେ ଯେତେ ଇଚ୍ଛା ସେତେ ବିଜୁଳି, ଏହି ଦିନଠୁ ପଞ୍ଜୀକରଣ ଆରମ୍ଭ, କେମିତି କରିବେ ଜାଣନ୍ତୁ ଡିଟେଲ୍ସ…
ଓଡ଼ିଶା ଭାସ୍କର: ଓଡ଼ିଶାରେ ୫ହଜାର ଟଙ୍କାରେ ଲୋକଙ୍କୁ ମିଳିବ ୧ କିଲୋୱାଟ୍ର ୟୁଏଲ୍ଏ(ୟୁଟିଲିଟି ଲେଡ୍ ଏଗ୍ରିଗେସନ୍) ମଡେଲ୍ ସୋଲାର୍ ବିଜୁଳି ସଂଯୋଗ। ଟାଟା ପାୱାର ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି…