ଚାଷ ଜମିରେ ଲହଡି ଭାଙ୍ଗୁଛି ବର୍ଷାଜଳ, ଫସଲ ଅମଳ ପୂର୍ବରୁ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଲା ଅଦିନିଆ ବର୍ଷା

ଭଞ୍ଜନଗର (ଭାସ୍କର ନ୍ୟୁଜ): ଲଘୁଚାପ ଜନିତ ୨ ଦିନିଆ ଲଗାଣ ବର୍ଷାରେ ବେହାଲ ହୋଇପଡିଛି ଭଞ୍ଜନଗର ତଥା ଏହାର ଆଖାପାଖ ଅଞ୍ଚଳ । ଚାଷଜମିରେ ଲହଡି ଭାଙ୍ଗୁଛି ବର୍ଷାଜଳ । ସୁନାର ଫସଲ ଅମଳ ପୂର୍ବରୁ ଚାଷୀଙ୍କ ମେରୁଦଣ୍ଡ…

ଷଣ୍ଡର ମୂଲ୍ୟ ୧ କୋଟି, ଧାତୁ ଡୋଜକୁ ହଜାରେ: ଜାଣନ୍ତୁ କଣ ରହିଛି ଖାସ

ନୂଆଦିଲ୍ଲୀ: ଷଣ୍ଡର ମୂଲ୍ୟ ୧ କୋଟି ଟଙ୍କା । ଶୁଣିବାକୁ ଅବାସ୍ତବ ଲାଗୁଥିଲେ ହେଁ ଏମିତି ଏକ ଖବର ଶୁଣିବାକୁ ଆସିଛି ବେଙ୍ଗାଲୁରୁ କୃଷି ମେଳାରୁ । କୃଷ୍ଣା ନାମକ ଷଣ୍ଢର ମୂଲ୍ୟ ୧ କୋଟି ଟଙ୍କା ରହିଥିବା ବେଳେ ଏହାକୁ…

ବହୁ ଚର୍ଚ୍ଚିତ ଅନନ୍ତେଇର ପୂର୍ବତନ ସରପଞ୍ଚଙ୍କୁ ହତ୍ୟା ଘଟଣା: ଜଣେ ନାବାଳକ ସହ ୬ ଗିରଫ, ସିସିଟିଭି ଫୁଟେଜରୁ ମିଳିଥିଲା ସୁରାକ୍

ବ୍ରହ୍ମପୁର (ଭାସ୍କର ନ୍ୟୁଜ୍‌): ବହୁ ଚର୍ଚ୍ଚିତ ଅନନ୍ତେଇ ଗ୍ରାମର ପୂର୍ବତନ ସରପଞ୍ଚ ହତ୍ୟାକାଣ୍ଡ ଘଟଣାର ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଛି ବ୍ରହ୍ମପୁର ପୋଲିସ । ଏ ନେଇ ଏକ ସାମ୍ବାଦିକ ସମ୍ମଳନୀ ଜରିଆରେ…

ରାଜଧାନୀରେ ଘନ କୁହୁଡ଼ିର ଆସ୍ତରଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ସକାଳୁ ସକାଳୁ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି । ଏହା ଫଳରେ ରାସ୍ତାରେ ଗାଡ଼ି ମଟର ସ୍ପଷ୍ଟ ଦୃଶ୍ୟମାନ ହେଉନାହିଁ । ଗାଡ଼ି ଚଳାଚଳରେ ବାଧାସୃଷ୍ଟି ହୋଇଛି ।…

ଆସୁଛି ଲଘୁଚାପ, ୧୭ରେ ଅବପାତ ରୂପ ନେବାର ସମ୍ଭାବନା; ୧୯ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷିବ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ ବିଶେଷଜ୍ଞ ଉମାଶଙ୍କର…

ଆଜିଠୁ ପବିତ୍ର ପଞ୍ଚକ ବତ୍ର: ପ୍ରଥମ ଦିନରେ ଶ୍ରୀଜୀଉଙ୍କ ଲକ୍ଷ୍ମୀନାରାୟଣ ବେଶ ନୀତି, ସାଧାରଣ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ, (ଭାସ୍କର ନ୍ୟୁଜ): ଆଜିଠୁ ଆରମ୍ଭ ହେଉଛି ପବିତ୍ର ପଞ୍ଚୁକ ବ୍ରତ । କାର୍ତ୍ତିକ ମାସର ଶେଷ ପାଞ୍ଚଦିନ ସବୁଠାରୁ ପବିତ୍ର ବୋଲି କୁହାଯାଉଥିବା ବେଳେ ଶ୍ରୀକ୍ଷେତ୍ର ପୁରୀରେ ଏହି ବ୍ରତ ପାଇଁ ହଜାର ହଜାର ହବିଷ୍ୟାଳୀ ଓ…

ରାଶିଫଳ(ସୋମବାର,୧୫ ନଭେମ୍ବର,୨୦୨୧)

ମେଷ - ମନ ଅସ୍ଥିର ରହିବ ତେଣୁ ସତର୍କ ରହିଥିବେ ଏବଂ ମନେ ମନେ ଓଁ ନମଃ ଶିବାୟ ଜପକରୁଥିବେ, ଟଙ୍କପଇସାକୁ ନେଇ ଚିନ୍ତା ବଢିବ ଏବଂ କୌଣସି ଜାଗାରୁ ଅଥପ୍ରାପ୍ତିର ସୂଚନା ମିଳିଵ, ଆଜି କିଛି ଚିନି ଗୁଡ ଲାଲ ପିମ୍ପୁଡିଙ୍କୁ…

ମାର୍ଶ ଓ ୱାର୍ଣ୍ଣରଙ୍କ ଅର୍ଦ୍ଧଶତକ: ଅଷ୍ଟ୍ରେଲିଆକୁ ପ୍ରଥମ ଟି-୨୦ ଟାଇଟଲ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡକୁ ୮ ୱିକେଟରେ ପରାସ୍ତ କରିବା ସହିତ ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱକପ ଜିତିଛି ଅଷ୍ଟ୍ରେଲିଆ । ମିଚେଲ ମାର୍ଶଙ୍କ ଧୂଆଁଧାର ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ମାତ୍ର ୨ ୱିକେଟ ହରାଇ ୭ଟି ବଲ…

ଯଦି ୧୯୪୭ରେ ମୋଦୀଙ୍କ ପରି ପ୍ରଧାନମନ୍ତ୍ରୀ ମିଳିଥାନ୍ତା ତେବେ ଭାରତ ବିଶ୍ଵର ସବୁଠୁ ବଡ ଶକ୍ତି ହୋଇଥାନ୍ତା: ଯୋଗୀ

ଲକ୍ଷ୍ନୌ : ଯଦି ୧୯୪୭ ସମିହାରେ ଦେଶରେ ନରେନ୍ଦ୍ର ମୋଦୀଙ୍କ ପରି ପ୍ରଧାନମନ୍ତ୍ରୀ ଥାଆନ୍ତା ତେବେ ଭାରତ ଦୁନିଆର ଶକ୍ତିଶାଳୀ ରାଷ୍ଟ୍ର ହୋଇ ପାରିଥାନ୍ତା। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହେରୁଙ୍କ ଜୟନ୍ତୀ…

ନିୟମିତ ଖାଆନ୍ତୁ ଏହି ପରିବା: ପାଖ ମାଡିବନି ଡାଇବେଟିସ୍

ନୂଆଦିଲ୍ଳୀ: ଫୁଲକୋବି କମ୍ କ୍ୟାଲୋରୀ ଯୁକ୍ତ ଏବଂ ଏଥିରେ ଭିଟାମିନ ଭରପୁର ମାତ୍ରାରେ ରହିଛି। ଶରୀରକୁ ଆବଶ୍ୟକ ଥିବା ସମସ୍ତ ମିନେରାଲ୍ସ ଏବଂ ଭିଟାମିନ ଏଥିରୁ ମିଳିଯାଏ। ଏକ କପ୍ ଫୁଲକୋବିରେ ୭୭ %ଭିଟାମିନ୍ ସି, ୨୦ %…