Featured ଗୁପଚୁପ ଖାଇଲେ ମିଳିଥାଏ ଏହି ସବୁ ଲାଭ; ଜାଣନ୍ତୁ କଣ Abinash Kumar Dhal Nov 13, 2021 ଗୁପ୍ଚୁପ୍,ଗୋଲଗପା ଅଥବା ପାନୀପୁରୀ ଦେଶର ବିଭିନ୍ନ ପ୍ରିୟ ଖାଦ୍ୟମାନଙ୍କ ମଧ୍ୟରୁ ଗୋଟିଏ। ଅଧିକାଂଶ ଲୋକଙ୍କୁ ଗୁପଚୁପ ଖାଇବା ବେଶ ପସନ୍ଦ। ପ୍ରତ୍ୟେକ ଏହାକୁ ବେଶ ଆନନ୍ଦରେ ଖାଇଥାଆନ୍ତି। ଗୁପଚୁପ ନାଁ ଶୁଣିବା ମାତ୍ରେ…
Breaking News T20 WC Final: ଖେଳିବେନି ଡେଭନ କନଓ୍ଵେ, ତାଙ୍କ ସ୍ଥାନ ନେଲେ କେକେଆରର ବିସ୍ଫୋରକ ବ୍ୟାଟସମ୍ୟାନ Odisha Bhaskar Bureau Nov 13, 2021 ନୂଆଦିଲ୍ଲୀ : ଆଇସିସି ଟି-୨୦ ବିଶ୍ଵ କପ୍ ୨୦୨୧ର ଫାଇନାଲ୍ ମୁକାବିଲାରେ ମୁହାଁମୁହିଁ ହେବେ ଦୁଇ ପଡୋଶୀ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ। ଦୁଇ ଦେଶ ପ୍ରଥମ ଟି-୨୦ ବିଶ୍ଵ କପ୍ ଟ୍ରଫି ଜିତିବା ଲକ୍ଷ୍ୟ ନେଇ ଆସନ୍ତାକାଲି…
Breaking News ଦୀପାବଳିରେ ଗଣଦୁଷ୍କର୍ମର ଶିକାର ହେଲେ ଯୁବତୀ, ନେଲେ ଏମିତି ପଦକ୍ଷେପ… Odisha Bhaskar Bureau Nov 13, 2021 ଅହମଦାବାଦ: ଗୁଜରାଟରେ ପୁଣି ଏକ ଦୁଷ୍କର୍ମ ଜନିତ ମାମଲା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ୧୯ ବର୍ଷୀୟ ଯୁବତୀ ଗଣଦୁଷ୍ମର୍ମର ଶିକାର ହୋଇ ଆତ୍ମହତ୍ୟା କରିଛନ୍ତି । ଟ୍ରେନର ବଗିରୁ ମିଳିଛି ତାଙ୍କର ମୃତଦେହ । ପୋଲିସକୁ…
Featured ଚିତ୍ରକଳାରେ ଚାଚା ନେହେରୁଙ୍କ ସ୍ମୃତିଚାରଣ Abinash Kumar Dhal Nov 13, 2021 ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜୱାହାରଲାଲ ନେହେରୁଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ଚିତ୍ରକଳା ଜରିଆରେ ସ୍ମୃତିଚାରଣ କରିଛନ୍ତି କଳାକାର ପ୍ରିୟଙ୍କା ସାହାଣୀ । ଶିଶୁଙ୍କ ପ୍ରିୟ ନେହେରୁଙ୍କ ଏକ…
Breaking News ହ୍ୱାଟ୍ସଆପ୍ ଆଣୁଛି ଖାସ୍ ଫିଚର, ଲୁଚାଇପାରିବେ ଲାଷ୍ଟ୍ ସିନ୍ Odisha Bhaskar Bureau Nov 13, 2021 ନୂଆଦିଲ୍ଲୀ: ହ୍ୱାଟ୍ସଆପ୍ ଏକ ଲୋକପ୍ରିୟ ମେସେଜିଙ୍ଗ ଆପ୍ । ଏମିତିରେ ଏହି ଆପ୍ ର ଅନେକ ଫିଚର୍ସ ୟୁଜର୍ସଙ୍କ ପାଇଁ ଲାଭଦାୟକ ହୋଇଥାଏ । କିନ୍ତୁ ଏହାର ‘ଲାଷ୍ଟ ସିନ୍’ ଫିଚର ବେଳେ ଲୋକଙ୍କୁ ଅସୁବିଧା କରିଥାଏ । ସେତେବେଳେ…
Featured ୭ ଦିନ ପାଇଁ ରାଜଧାନୀରେ ବନ୍ଦ ରହିବ ସ୍କୁଲ: ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା Abinash Kumar Dhal Nov 13, 2021 ନୂଆଦିଲ୍ଲୀ: ଦେଶରେ କରୋନା ପାଇଁ ସମସ୍ତ ସ୍କୁଲ କଲେଜ ଦୀର୍ଘଦିନ ଧରି ବନ୍ଦ ରହିଥିବା ବେଳେ ଧୀରେ ଧୀରେ ସ୍କୁଲ ଗୁଡିକ ଖୋଲୁଥିଲା । ମାତ୍ର ଶନିବାର ପୁଣି ଥରେ ସମସ୍ତ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି…
Featured ଘରେ ବସି ଜିତନ୍ତୁ ୨୦ ହଜାର: ଆମାଜନ ଦେଉଛି ସୁବର୍ଣ୍ଣ ସୁଯୋଗ Abinash Kumar Dhal Nov 13, 2021 ନୂଆଦିଲ୍ଳୀ: ଘରେ ବସି ବସି ଅର୍ଥ ଉପାର୍ଜନର ଏକ ବଢିଆ ସୁଯୋଗ । ଘରେ ବସି ବସି ମାତ୍ର କିଛି ପ୍ରଶ୍ନର ଉତ୍ତର ଦେଇ ଆପଣ ଜିତି ପାରିବେ ୨୦ ହଜାର ଟଙ୍କା । ଏଥିପାଇଁ ଆପଣଙ୍କୁ ଆବଶ୍ୟକ କେବଳ ଗୋଟିଏ ସ୍ମାର୍ଟ ଫୋନ ଏବଂ କିଛି…
Breaking News ବକ୍ସ ଅଫିସରେ ଅକ୍ଷୟ କୁମାରଙ୍କ ଜଲଓ୍ଵା କାଏମ, ଅଷ୍ଟମ ଦିନରେ ଏତିକି ଆୟ କଲା ‘ସୂର୍ଯ୍ୟବଂଶୀ’ Odisha Bhaskar Bureau Nov 13, 2021 ନୂଆଦିଲ୍ଲୀ : କରୋନା ଭାଇରସ୍ କାରଣରୁ ଲମ୍ବା ସମୟ ଧରି ସମଗ୍ର ଦେଶରେ ବନ୍ଦ ପଡିଥିଲା ସିନେମାଘର। ଯେତେବେଳେ ଖୋଲିଲା ଲାଗୁଥିଲା, ଥିଏଟର୍ସ ବା ସିନେମାଘର ଟ୍ରାକକୁ ଫେରିବାକୁ ସମୟ ଲାଗିବ। ହେଲେ ଅକ୍ଷୟ କୁମାର ଏବଂ…
Breaking News ୧୦୦ ଟଙ୍କାରୁ କମରେ ଅନଲିମିଟେଡ କଲ୍, BSNLର ଆକର୍ଷଣୀୟ ଅଫର Odisha Bhaskar Bureau Nov 13, 2021 ନୂଆଦିଲ୍ଲୀ: ସରକାରୀ ଟେଲିକମ କମ୍ପାନୀ BSNL ଏହାର ଗ୍ରାହକଙ୍କ ପାଇଁ ୨୦୦ ଟଙ୍କାରୁ ବି କମ୍ ଦାମରେ ପ୍ରିପେଡ ପ୍ଲାନ ଆଣିଛି । ଏହି ପ୍ରିପେଡ ପ୍ଲାନ ସେହି ୟୁଜର୍ସଙ୍କ ପାଇଁ ଲାଭଦାୟକ ହେବ ଯେଉଁମାନେ ପ୍ରତିମାସରେ…
Featured ଥକି ପଡିଲେଣି ଖେଳାଳି ! ରୋଟେସନ ପଲିସି ଆଣିପାରେ ବିସିସିଆଇ, ବରିଷ୍ଠ ଖେଳାଳିଙ୍କୁ ମିଳିବ ବିଶ୍ରାମ Odisha Bhaskar Bureau Nov 13, 2021 ମୁମ୍ଵାଇ: ଟି-୨୦ ବିଶ୍ଵ କପ୍ର ସୁପର-୧୨ ରାଉଣ୍ଡରୁ ଆଗେଇ ପାରିନଥିଲା ଭାରତ। ଏହା ପରେ ଦଳ ପରାଜୟର କାରଣ ଖୋଜାଗଲା। ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଏବଂ ବାୟୋ ବବଲ ହିଁ ପରାଜୟ କାରଣ ବୋଲି ଅନେକାଂଶରେ କୁହାଗଲା। ଟି-୨୦…