ଦୁନିଆର ଦ୍ଵିତୀୟ ସବୁଠୁ ପ୍ରଭାବଶାଳୀ ବ୍ୟକ୍ତି ହେଲେ ପ୍ରଧାନମନ୍ତ୍ରୀ ମୋଦୀ, ପ୍ରଥମ ସ୍ଥାନରେ ରହିଛନ୍ତି ଏହି ବ୍ୟକ୍ତି
ନୂଆଦିଲ୍ଲୀ: ମାଇକ୍ରୋବ୍ଲୋଗିଙ୍ଗ୍ ଓ୍ଵେବସାଇଟ୍ ଟ୍ଵିଟର ଚଳିତ ବର୍ଷର ସବୁଠୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ଜାରି କରିଛି । ଏଥିରେ ଶୀର୍ଷରେ ରହିଛନ୍ତି ଆମେରିକା ପ୍ରସିଦ୍ଧ ଗାୟିକା ଟେଲର ସ୍ଵିଫ୍ଟ । ସୋମବାର…