ନବୀନ ପଟ୍ଟନାୟକଙ୍କ ବଡ ଘୋଷଣା; ୧୦ ବର୍ଷ ପାଇଁ ହକିର SPONSOR ରହିବ ଓଡ଼ିଶା
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକିକୁ ନେଇ ଆଉ ଏକ ବଡ ଘୋଷଣା କରିଛନ୍ତି । ଆସନ୍ତା ୧୦ ବର୍ଷ ଯାଏଁ ଓଡ଼ିଶା ହକିର ସ୍ପନସର ରହିବ । ଉଭୟ ପୁରୁଷ ଏବଂ ମହିଳା ହକି ଦଳର ସ୍ପନସର ଭାବରେ…