CHARIDHAM

ପରୀକ୍ଷା ଦେଉଥିବା ବେଳେ ଛାତ୍ରଙ୍କ ମୁଣ୍ଡରେ ଛିଣ୍ଡିପଡିଲା ଫ୍ୟାନ୍, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ବାରଙ୍ଗ (ଭାସ୍କର ନ୍ୟୁଜ୍‌): ବାରଙ୍ଗ କୁଞ୍ଜବିହାରୀ କଲେଜରେ ଗୁରୁବାର ପରୀକ୍ଷା ଚାଲିଥିବାବେଳେ ଏକ ଅଭାବନିୟ ଘଟଣା ଘଟିଯାଇଛି । ଜଣେ ଛାତ୍ର ପରୀକ୍ଷା ଦେଉଥିବା ବେଳେ ହଠାତ ଫ୍ୟାନ୍ ଛିଡିବାରୁ ଛାତ୍ର ଜଣଙ୍କ ଆହତ…

୧୪ ଦିନ ନ୍ୟାୟିକ ହେପାଜତକୁ ଗଲେ ଆର୍ଯ୍ୟନଙ୍କ ସମେତ ୮ ଅଭିଯୁକ୍ତ, ଜେଲ୍ ନା ‘ମନ୍ନତ୍’? ଆଜି ହେବ ଫଇସଲା

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଗୁରୁବାର ଦିନ ମୁମ୍ବାଇ କୋର୍ଟ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ସମେତ ୮ ଜଣ ଅଭିଯୁକ୍ତଙ୍କୁ ୧୪ ଦିନର ନ୍ୟାୟିକ ହେପାଜତକୁ ପଠାଇଛି । ବଲିଉଡ୍ ସୁପରଷ୍ଟାର୍ ଶାହରୁଖ…

ଫୋର୍ବସ୍‌ ପକ୍ଷରୁ ଭାରତୀୟ ଧନୀ ତାଲିକା ପ୍ରକାଶ: ଶୀର୍ଷରେ ମୁକେଶ ଅମ୍ବାନୀ, ଦ୍ୱିତୀୟ ସ୍ଥାନରେ ଗୌତମ ଅଦାନୀ

ନୂଆଦିଲ୍ଲୀ,:ଫୋବର୍ସ ପକ୍ଷରୁ ଟପ୍‌ ୧୦୦ ଭାରତର ଧନୀ ତାଲିକା ପ୍ରକାଶ ପାଇଛି । ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ମାଲିକ ମୁକେଶ ଅମ୍ବାନୀ । ୨୦୨୧ରେ ତାଙ୍କର ସମ୍ପତ୍ତି ୩୦ ହଜାର କୋଟି…

ବାରହା ମାଂସ ସହ ବନ୍ଧୁକ ଜବତ, ୪ ଗିରଫ

ନୂଆପଡ଼ା (ଭାସ୍କର ନ୍ୟୁଜ୍‌): ସଦର ରେଞ୍ଜ ଅଧୀନସ୍ଥ ଟାନୱାଟ ଗାଁରେ ବନ ବିଭାଗ ଚଢଉ କରି ୩ କେଜି ସଦ୍ୟ ବାର୍‌ହା ମାଂସ ଜବତ କରିବା ସହ ୪ ଜଣ ଶିକାରୀଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ସୁରେଶ ଚନ୍ଦ୍ର…

ଲକ୍ଷ୍ମୀପୁର ଖେରି ହିଂସା ଘଟଣା: କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ନାମରେ ଲୁକ୍‌ ଆଉଟ୍‌ ନୋଟିସ୍‌

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରି ହିଂସା ଘଟଣାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ନାମରେ ପୋଲିସ ପକ୍ଷରୁ ଲୁକ୍‌ଆଉଟ୍‌ ନୋଟିସ୍‌ ଜାରି କରାଯାଇଛି । ଆଶିଷଙ୍କୁ ପୋଲିସ ଖୋଜିବା ଆରମ୍ଭ…

ଶିଶୁର ମୃତଦେହକୁ ମୁହିଁରେ ଧରି ହସ୍ପିଟାଲ ସାରା ଘୂରି ବୁଲିଲା କୁକୁର, ମିଳିନି ପରିଚୟ…

ବଲାଙ୍ଗିର (ଭାସ୍କର ନ୍ୟୁଜ୍‌): ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡ଼ିକାଲ୍‌ କଲେଜ ହସ୍ପିଟାଲ୍‌ ପରିସରରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଏକ ବୁଲା କୁକୁର କଅଁଳା ଶିଶୁର ମୃତଦେହକୁ ଧରି ହସ୍ପିଟାଲ ପରିସରରେ ଘୂରି…

ମୁଣ୍ଡଳି ବ୍ୟାରେଜ୍‌ରେ ହାତୀ ଫଶିବା ଘଟଣା: ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ, ମାନସିକ ଚାପ ଯୋଗୁଁ ମରିଛି ଦନ୍ତା

କଟକ/ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌): ମହାନଦୀର ମୁଣ୍ଡଳି ବ୍ୟାରେଜ୍‌ରେ ଫଶି ରହି ପରେ ମୃତ୍ୟୁବରଣ କରିଥିବା ଦନ୍ତାହାତୀ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ମାନସିକ ଚାପ ଯୋଗୁଁ ହାତୀର ମୃତ୍ୟୁ ହୋଇଥିବା ରିପୋର୍ଟରେ…

ରାଶିଫଳ(ଶୁକ୍ରବାର,୦୮ ଅକ୍ଟୋବର,୨୦୨୧)

ମେଷ- ଆଜି ଆପଣ ନିଜ ରାଗଉପରେ ନିୟନ୍ତ୍ରଣ ରଖିବେ । ଏମିତି କରିଲେ ଆପଣ ସେ ଶାନ୍ତିକୁ ବଜାୟ ରଖିବେ ଯାହାର ଆନନ୍ଦ ଏବେ ପର୍ଯ୍ୟନ୍ତ ନେଉଥିଲେ । ଆପଣଙ୍କୁ ଯେଉଁ କଥା ଆଜି ବଡ଼ ଲାଗୁଛି ସେହିକଥା କାଲି ଛୋଟ ଲାଗିବ ।…

ରୟାଲ୍ସକୁ ହରାଇଲା ନାଇଟ ରାଇଡର୍ସ; ସଙ୍କଟରେ ମୁମ୍ବାଇର ପ୍ଲେ-ଅଫ ଆଶା

ନୂଆଦିଲ୍ଳୀ: ରାଜସ୍ଥାନ ରୟାଲ୍ସକୁ ଏକ ପାଖିଆ ଭାବରେ୮୭ ରନରେ ପରାସ୍ତ କରିବା ସହିତ ପ୍ଲେ ଅଫ୍ ଦାବିଦାରୀକୁ ଦୃଢ କରିଛି କୋଲକାତା ନାଇଟ ରାଇଡର୍ସ । ୧୭୨ ରନର ପିଛା କରୁଥିବା ରାଜସ୍ଥାନ ରୟାଲ୍ସ ମାତ୍ର ୮୫ ରନରେ ଅଲଆଉଟ…

ଭାରତ ପ୍ରତି ଆଭିମୁଖ୍ୟ ବଦଳାଇଲା ୟୁକେ

ନୂଆଦିଲ୍ଲୀ: ଭାରତର ଯେସାକୁ ତେସା ନୀତି ପରେ ନରମିଲା ୟୁକେ । କୋଭିଶିଲ୍ଡ କିମ୍ବା ବ୍ରିଟେନ ଅନୁମୋଦିତ ଟିକାର ଦୁଇ ଡୋଜ ନେଇଥିବା ବ୍ୟକ୍ତିଙ୍କୁ ବ୍ରିଟେନରେ ପହଞ୍ଚିବା ପରେ ଅକ୍ଟୋବର ୧୧ରୁ କ୍ୟାଣ୍ଟିନରେ ରହିବା ଆବଶ୍ୟକ…