୭୫ ଯୁବତୀଙ୍କ ସହ ବିବାହ, ୨୦୦ଙ୍କୁ ବନାଇଥିଲା କର୍ଲଗାର୍ଲ: ଜାଣନ୍ତୁ ଏପରି ଏକ ରାକେଟର ତସ୍କର ବିଷୟରେ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ବଡ଼ ଧରଣର ସେକ୍ସ ରାକେଟର ତସ୍କରକୁ ଠାବ କରାଯାଇଛି । ତେବେ ଏହି ଘଟଣାରେ ପୋଲିସକୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । ମାତ୍ର ୫ ବର୍ଷରେ ରାକେଟର ତସ୍କର ମୁନିର ୭୫…

ଫୁଟ୍ ଓଭର୍ ବ୍ରିଜ୍ ତଳେ ଫସିଗଲା ଏୟାର୍ ଇଣ୍ଡିଆ ବିମାନ, ଦେଖନ୍ତୁ ଫଟୋ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଏକ ଏୟାର ଇଣ୍ଡିଆ ବିମାନ ଫୁଟଓଭର ବ୍ରିଜ ତଳେ ଅଟକି ରହିଛି। ଦିଲ୍ଲୀକୁ ଗୁରୁଗ୍ରାମକୁ ସଂଯୋଗ କରୁଥିବା…

ସାଥିହୋଇ ଯଦି ରହୁନାହାନ୍ତି ତେବେ ପରସ୍ପର ଠାରୁ ବିଦାୟ ନେଇ ନେବା ଭଲ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗୋଟିଏ ବିବାହିତ ଦମ୍ପତିଙ୍କ ମାମଲାର ଶୁଣାଣି କରି କହିଛନ୍ତି ଯେ, ଯଦି ସ୍ୱାମୀ-ସ୍ତ୍ରୀ ଏକାଠି ରହି ପାରିବେ ନାହିଁ ତେବେ ସେମାନେ ଅଲଗା ହୋଇଯିବା ସବୁଠାରୁ ଭଲ । ତେବେ ଏହି ମାମଲା ଗୋଟିଏ…

Selfie ମାୟାରେ ବାୟା ଜମାରୁ ହୁଅନ୍ତୁ ନାହିଁ, ଏହା ଆପଣଙ୍କର ଜୀବନହାନୀର କାରଣ ସାଜିପାରେ

ସେଲଫି ଆଜିକାଲିର ଯୁବପୀଢ଼ିଙ୍କ ପାଇଁ ଏକ ଫେସନରେ ପରିଣତ ହୋଇଗଲାଣି । ସେଲଫି ନେବାର ମୌକା କେହି ଛାଡ଼ିବାକୁ ନାରାଜ । ପିକନିକ, ବିବାହ ପାର୍ଟି, ଉତ୍ସବମାନଙ୍କରେ ସତେ ଯେମିତି ସେଲଫି ପାଇଁ ଏକପ୍ରକାର ପ୍ରତିଯୋଗିତା…

ଦିନିକିଆ ଗଜପତି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପାରଳାଖେମୁଣ୍ଡିରେ ଆଜି ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବାଣ୍ଟିବେ । ୭୯୬ କୋଟି…

ଗେହଲଟଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେନି ପାଇଲଟ କ୍ୟାମ୍ପ, ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁଙ୍କ ଇସ୍ତଫା ପରେ ବର୍ତ୍ତମାନ ରାଜସ୍ଥାନକୁ ନେଇ ଝଡ଼ ଉଠିଛି । ରାଜସ୍ଥାନରେ ବର୍ତ୍ତମାନ ସଚିନ ପାଇଲଟ ଓ ଅଶୋକ ଗେହଲଟଙ୍କ ମଧ୍ୟରେ ଶୀତଳଯୁଦ୍ଧ ଜାରି ରହିଛି ।…

ଆର୍ଯ୍ୟନ ଖାନ ଗିରଫ: ବିଳମ୍ବିତ ରାତିରେ ମନ୍ନତରେ ପହଞ୍ଚିଲେ ସଲମାନ୍, ମୁମ୍ବାଇର ଭିନ୍ନ ଭିନ୍ନ ଜାଗାରେ ଚଢ଼ାଉ

ମୁମ୍ବାଇ: କ୍ରୁଜରେ ରେଭ୍ ପାର୍ଟି କରୁଥିବା ବେଳେ ଏନସିବି ହାତରେ ଧରାପଡ଼ିଥିବା ସୁପରଷ୍ଟାର୍ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କୁ ରବିବାର ଦିନ ଏନସିବି ଗିରଫ କରିଛ୍ରି । ଏହା ଏବେ ଚର୍ଚ୍ଚାରେ ରହିଛି । ମୁମ୍ବାଇରୁ…

କୋରାପୁଟର କଫିକୁ ମିଳିବ ଅନ୍ତର୍ଜାତୀୟ ମାନ୍ୟତା, ମୁଖ୍ୟମନ୍ତ୍ରୀ ଲଞ୍ଚକଲେ ଇ-କମର୍ସ ପ୍ଲାଟଫର୍ମ

ଭୁବନେଶ୍ୱର: ରାଜ୍ୟର କୋରାପୁଟ ଜିଲ୍ଲାର କଫିକୁ ଅନ୍ତର୍ଜାତୀୟ ମାନ୍ୟତା ମିଳିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ କୋରାପୁଟ କଫିର ଇ-କମର୍ସ ପ୍ଲାଟଫର୍ମ ଲଞ୍ଚ କରିଛନ୍ତି । ଅନ୍ତର୍ଜାତୀୟ…

ଲକ୍ଷ୍ମୀପୁର ହିଂସା: କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ବିରୋଧରେ ଅଭିଯୋଗ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲକ୍ଷ୍ମୀପୁରର ଖିରୀରେ ୮ଜଣ ଚାଷୀଙ୍କ ମୃତ୍ୟୁ ପରେ ସେଠାରେ ବର୍ତ୍ତମାନ ହଙ୍ଗାମା ଦେଖିବାକୁ ମିଳିଛି । ତେବେ ଏହି ଲକ୍ଷ୍ମୀପୁର କାଣ୍ଡରେ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ…

ରାଶିଫଳ(ସୋମବାର,୦୪ ଅକ୍ଟୋବର,୨୦୨୧)

ମେଷ - ପୂର୍ବ ସ୍ଥିତିରେ ସୁଧାର ଆସିବ, କୌଣସି ସହାୟତା ମିଳିବ, କିନ୍ତୁ ଅଭାବ ଲାଗିରହିବ, ପାରାଙ୍କୁ ଖାଇବାକୁ ଦିଅନ୍ତୁ, ସମୟ ଏବଂ ପରିସ୍ଥିତି ଆପଣଙ୍କର ବିପକ୍ଷରେ ଯିବ, ଦାୟିତ୍ବ ବଢିବ,ପାରିବାରିକ ସମ୍ପର୍କରେ…