ଶନିଦେବଙ୍କୁ କାହିଁକି ତେଲ ଅର୍ପଣ କରାଯାଏ: ଜାଣନ୍ତୁ ଏହା ପୌରାଣିକ କଥା, ତେଲ ଅର୍ପଣ କଲେ ମିଳିବ ଏହି ସବୁ ପାଇଦା
ଭୁବନେଶ୍ଷର (ଭାସ୍କର ନ୍ୟୁଜ୍) : ଶନିଦେବଙ୍କୁ କର୍ମଫଳ ଦେବତା ବା କର୍ମଫଳ ଦେଉଥିବା ଗ୍ରହ ଭାବେ ବିଶ୍ୱାସ କରାଯାଏ । ଶନିଦେବଙ୍କୁ ତେଲ ଅର୍ପଣ କରାଯାଇଥାଏ । ପୌରାଣିକ କଥାରେ ବର୍ଣ୍ଣନା କରାଯାଇଛି ଯେ, ଅହଙ୍କାରୀ ରାବଣ…