ଅନଲାଇନରେ ପଢ଼ିବେ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ

ଭୁବନେଶ୍ୱର, ୨୦ା୪(ଓଡ଼ିଶା ଭାସ୍କର): କରୋନା ନେଇ ଦେଶ ଓ ରାଜ୍ୟ ଲକ୍ ଡାଉନ ରହିଥିବାରୁ ରାଜ୍ୟରେ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ କିପରି ଅସୁବିଧା ନହେବ ସେନେଇ ପଦକ୍ଷେପ ନିଆଯାଇଛି । ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟକୁ…

ପିତାଙ୍କ ଅନ୍ତିମ ସଂସ୍କାରକୁ ଯାଇପାରିବେନି ଯୋଗୀ, ଏହା ହେଉଛି କାରଣ

ଲଖନଉ,୨୦ ।୪: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜ ପିତା ଆନନ୍ଦ ସିଂହ ବିଷ୍ଟଙ୍କ ଅନ୍ତିମ ସଂସ୍କାର ସାମିଲ ହୋଇପାରିବେ ନାହିଁ । ପିତାଙ୍କ ଦେହାନ୍ତ ପରେ ଯୋଗୀ ଏକ ଚିଠି ଲେଖିଛନ୍ତି । ସେ କହିଛନ୍ତି ଯେ,…

ପାଣିରେ ବି କରୋନା ଭାଇରସ୍

ମହାମାରୀ କରୋନା ଭାଇରସ ବିଷୟରେ ଯେତେ ସର୍ଭେ ହେଉଛି, ସେତେ ନୂଆ ନୂଆ ତଥ୍ୟା ସାମନାକୁ ଆସୁଛି । ବର୍ତ୍ତମାନ ସମୟରେ ବୈଜ୍ଞାନିକମାନେ କରୋନାର ଚିକିତ୍ସା ଓ ଟୀକା ପ୍ରସ୍ତୁତ କରିବାରେ ଲାଗିଛନ୍ତି । ବାୟୁରେ କରୋନା…

ବେଡ଼ରୁମରେ କରନ୍ତୁ ନାହିଁ ଏପରି ଭୁଲ୍‌, ନଚେତ ଖରାପ ହୋଇଯିବ ସମ୍ପର୍କ

ବିବାହ ପରେ ଛୋଟ ଛୋଟ ବିଷୟ ଉପରେ ଯଦି ଠିକ୍ ସମୟରେ ଧ୍ୟାନ ଦିଆ ନଯାଏ ତେବେ ତାହା ସମ୍ପର୍କକୁ ଖରାପ କରିଦେଇଥାଏ । କପଲଙ୍କ ପାଇଁ ବେଡ଼୍‌ରୁମ୍ ଏପରି ଏକ ସ୍ଥାନ ଯାହା ସେମାନଙ୍କ ପାଇଁ ଅନେକ ମହତ୍ୱ ରଖିଥାଏ । ଏହା ଘରର ଏକ…

ଚିହ୍ନଟ ହୋଇଥିବା ୭ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୨ବର୍ଷର ଶିଶୁକନ୍ୟା

ଭୁବନେଶ୍ୱର, ୨୦ା୪(ଓଡ଼ିଶା ଭାସ୍କର): ଆଜି ଚିହ୍ନଟ ହୋଇଥିବା ୭ଜଣ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ସରକାର । ୭ଜଣଙ୍କ ମଧ୍ୟରୁ ୫ଜଣ ଭଦ୍ରକର ହୋଇଥିବା ବେଳେ ୨ଜଣ ବାଲେଶ୍ୱରର । ଭଦ୍ରକରେ ଚିହ୍ନଟ ହୋଇଥିବା ୫ଜଣ…

ମର୍ମନ୍ତୁଦ ସିରିଜ ସଡ଼କ ଦୁର୍ଘଟଣା, ୪ଆହତ

ବାଲୁଗାଁ, ୨୦ା୪(ଓଡ଼ିଶା ଭାସ୍କର): ଜାତୀୟ ରାଜପଥ ୧୬ରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସେଠାରେ ଏକ ମର୍ମନ୍ତୁଦ ସିରିଜ ସଡ଼କ ଦୁର୍ଘଟଣା ଘଟିଛି । ଏକ ତେଲ ଟ୍ୟାଙ୍କର ଟ୍ରକଟି ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା…

ସାକ୍ଷୀ କାମୁଡିଲେ ଧୋନୀଙ୍କ ଆଙ୍ଗୁଠି ,ଫଟୋ ଭାଇରାଲ

ଭୁବନେଶ୍ୱର :୨୦ । ୪(ଓଡିଶା ଭାସ୍କର):ଲକ ଡାଉନ ପାଇଁ ଏବେ କ୍ରିକେଟ ଖେଳ ବନ୍ଦ । କ୍ରିକେଟର ବି ଘରେ ରହି ସମୟ ବିତାଉଛନ୍ତି । ଏହି ସମୟରେ ବିଶ୍ୱର ନାମିଦାମୀ କ୍ରିକେଟର ସୋସିଆଲ ମିଡିଆର ଜବରଦସ୍ତ ବ୍ୟବହାର କରୁଛନ୍ତି…

ଭଦ୍ରକର ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଯାଜପୁରର ୬: ଜିଲ୍ଲାପାଳ

ଯାଜପୁର, ୨୦ା୪(ଓଡ଼ିଶା ଭାସ୍କର): ଭଦ୍ରକର ୫ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କରୋନା ପଜିଟିଭଙ୍କ ଆକ୍ରାନ୍ତରେ ଯାଜପୁରର ୬ଜଣ ଆସିଥିବା ନେଇ ସୂଚନା ମିଳିଛି । ଏନେଇ ସ୍ପଷ୍ଟ କରିଛନ୍ତି ଯାଜପୁର ଜିଲ୍ଲାପାଳ ରଞ୍ଜନ ଦାସ ।…