ପୂର୍ବତନ କ୍ରିକେଟର ଯଶପାଲ ଶର୍ମାଙ୍କ ପରଲୋକ, ୧୯୮୩ ବିଶ୍ଵ କପର ଥିଲେ ହିରୋ
ନୂଆଦିଲ୍ଲୀ : ଆଉ ଇହ ଜଗତରେ ନାହାନ୍ତି ୧୯୮୩ରେ ଭାରତୀୟ ଦଳକୁ ବିଶ୍ଵ ଚାମ୍ପିଅନ କରାଇବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ଯଶପାଲ ଶର୍ମା। ମଙ୍ଗଳବାର ସକାଳେ ହୃଦଘାତ କାରଣରୁ ତାଙ୍କର ଦେହାନ୍ତ ଘଟିଛି।…