ଚୀନ ତିଆରି କରୁଛି ଶହେରୁ ଅଧିକ ପରମାଣୁ ମିସାଇଲ୍, ସାଟେଲାଇଟ୍ ଇମେଜରୁ ହେଲା ଖୁଲାସା
ନୂଆଦିଲ୍ଲୀ: ଭାରତ-ଚୀନ ମଧ୍ୟରେ ଗତବର୍ଷ ଠାରୁ ବିବାଦ ଲାଗି ରହିଛି । ଯାହା ଏଯାବତ୍ ଥମିବାର ନାଁ ଧରୁନି । ବିଭିନ୍ନ ରାଉଣ୍ଡରେ ବୈଠକ ହୋଇଥିଲେ ସୁଦ୍ଧା କୌଣସି ନିଷ୍କର୍ଷ ବାହାରି ପାରୁନି । ଇତି ମଧ୍ୟରେ ଅନେକ…