Breaking News ସାଧାରଣ ଲୋକଙ୍କୁ ଝଟକା ! ରୋଷେଇ ଗ୍ୟାସ୍ ପରେ ବଢ଼ିଲା ସିଏନଜି ଦାମ୍ Sushreejyoti Routray Jul 8, 2021 ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲ ଦର ଆକାଶ ଛୁଆଁ ଥିବା ବେଳେ ସିଏନଜି ରେଟ ମଧ୍ୟ ବଢ଼ିଯାଇଛି । ରାଜଧାନୀ ଦିଲ୍ଲୀରେ ସିଏନଜି କିଲୋ ପ୍ରତି ୯୦ ପଇସା ବଢ଼ିଛି । ବର୍ଦ୍ଧିତ ଦର ଲାଗୁ ପରେ ଦିଲ୍ଲୀ-ଏନସିଆରରେ ରହୁଥିବା ଲୋକଙ୍କୁ…
Breaking News ଓଡ଼ିଶାରେ ଥମୁନି ମୃତ୍ୟୁ ସଂଖ୍ୟା: ଆଜି ୫୭ ଜଣଙ୍କ ମୁଣ୍ଡ ନେଲା କରୋନା Sushreejyoti Routray Jul 8, 2021 ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି । ଗତ ଦୁଇଦିନ ଧରି ରାଜ୍ୟରେ କରୋନା ମୃତ୍ୟୁ ୫୦ ଉପରେ ରହୁଛି । କରୋନା ରାଜ୍ୟକୁ ସମ୍ପୂର୍ଣ୍ଣ ଭାବେ…
Breaking News ରାଜ୍ୟରେ ଆଜି ୨,୫୪୨ ପଜିଟିଭ୍ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ? Sushreejyoti Routray Jul 8, 2021 ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । । ଏହା ମଧ୍ୟରେ ଆଜି ପୁଣି ୨ ହଜାର ୫୪୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୪୫୮ ଓ ସ୍ଥାନୀୟ ଅଞ୍ଚଳରୁ…
Breaking News ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୪୦.୧୭ ଲକ୍ଷକୁ ବୃଦ୍ଧି Sushreejyoti Routray Jul 8, 2021 ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୪୦ ଲକ୍ଷ ୧୭ ହଜାର ୧୬୧ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ କୋଟି ୫୮ ଲକ୍ଷ ୧୭…
Breaking News ଏନକାଉଣ୍ଟରରେ ଟଳିଲେ ୫ ଆତଙ୍କବାଦୀ Sushreejyoti Routray Jul 8, 2021 ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷାକର୍ମୀ ‘ଅଲ୍ ଆଉଟ୍’ ଅଭିଯାନ ଜାରି ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ୫ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ରହିଛି । ଜମ୍ମୁ-କଶ୍ମୀର…
Breaking News ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ପରଲୋକ Sushreejyoti Routray Jul 8, 2021 ନୂଆଦିଲ୍ଲୀ : ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ଆଜି ପରଲୋକ ହୋଇଛି । ସିମଲାରେ ଭୋର ୩ଟା ୪୦ ସମୟରେ ସେ ସବୁଦିନ ପାଇଁ ଆଖି ବୁଜିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିବା…
Breaking News ‘ଡେଲ୍ଟା’ଠୁ ଅଧିକ ମାରାତ୍ମକ ‘ଲାମ୍ବଡା’ ଭାରିଏଣ୍ଟ, ବିଶ୍ୱର ୩୦ରୁ ଅଧିକ ରାଷ୍ଟ୍ରରେ ହେଲା ଚିହ୍ନଟ Abinash Kumar Dhal Jul 8, 2021 ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): କରୋନା ଭୂତାଣୁର ଡେଲ୍ଟା ଭାରିଏଣ୍ଟ ଠାରୁ ଲାମ୍ବଡା ଅଧିକ ମାରାତ୍ମକ ଓ ଘାତକ । ବିଶ୍ୱର ୩୦ରୁ ଅଧିକ ରାଷ୍ଟ୍ରରେ ଏହି ଭାରିଏଣ୍ଟ ଚିହ୍ନଟ ହୋଇସାରିଛି । ବିଶେଷକରି ପେରୁରେ ଚଳିତ ବର୍ଷ ମଇ…
Breaking News ଦ୍ୱିତୀୟ ଡୋଜ୍ ଟିକା ନେବା ପରେ ଆଖିବୁଜିଲେ ସ୍ବାମୀ, ଗୁରୁତର ଅବସ୍ଥାରେ ଜୀବନ ମୃତ୍ୟୁ ସହିତ ସଂଗ୍ରାମ କରୁଛି ସ୍ତ୍ରୀ Abinash Kumar Dhal Jul 8, 2021 ନିମାପଡା (ଓଡ଼ିଶା ଭାସ୍କର): ନିମାପଡା ବ୍ଲକ ଅରିଷଣ୍ଢ ପଞ୍ଚାୟତରେ ଜଣେ ବ୍ୟକ୍ତି ଟୀକା ନେବା ପରେ ମୃତ୍ୟୁ ଘଟିଛି । ମୃତକଙ୍କ ପତ୍ନୀ କରୋନା ରୋଗରେ ଆକ୍ରାନ୍ତ ହୋଇ ଜୀବନ ମୃତ୍ୟୁ ସହିତ ସଂଗ୍ରାମ କରୁଛି । ପୁରୀ ଜିଲ୍ଲା…
Featured ବିବାହ ପ୍ରତିଶ୍ରୁତି ଦେଇ ବିଧବା ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପରେ ଧୋକ୍କା ଦେଲା ପୋଲିସ କର୍ମଚାରୀ, ପୀଡିତାଙ୍କ ଅଭିଯୋଗ ପରେ… Abinash Kumar Dhal Jul 8, 2021 ବ୍ୟାସନଗର (ଓଡ଼ିଶା ଭାସ୍କର): ଯାଜପୁର ଜିଲ୍ଲାରର ଧର୍ମଶାଳା ଥାନା ଅଞ୍ଚଳରେ ଘଟିଛି। ପୋଲିସ ନାମରେ ଦୁଷ୍କର୍ମ ଅଭିଯୋଗ । ପୋଲିସ ରକ୍ଷକ ହୋଇ ଭକ୍ଷକ ସାଜି ମହିଳା ଜଣଙ୍କୁ ପ୍ରତରଣା କରିବାରୁ ସେ ପୋଲିସ କର୍ମଚାରୀଙ୍କ…
Astrology ରାଶିଫଳ(ଗୁରୁବାର ୮ ଜୁଲାଇ ୨୦୨୧) Abinash Kumar Dhal Jul 8, 2021 ମେଷ: ଆତ୍ମନିର୍ଭରତାକୁ ମୂଳ ମନ୍ତ୍ର କରିଚାଲନ୍ତୁ । ଘର କିମ୍ବା ବନ୍ଧୁଙ୍କ ବିଷୟରେ ଆପଣ ନିଷ୍ପତ୍ତି ନେବା ଉଚିତ୍ ହେବ । ନିଜର ମନର କଥା ନିଶ୍ଚୟ ଶୁଣନ୍ତୁ । ଏବଂ ନିଜ କର୍ତ୍ତବ୍ୟ ସଠିକ୍ ରୂପେ ସମ୍ପାଦନ କରନ୍ତୁ…