ବିଳମ୍ବିତ ରାତ୍ରିରେ ଖାଇବାର ଅଭ୍ୟାସ ଆପଣଙ୍କର ଅଛି କି? ଆଜିଠୁ ହୋଇଯାଆନ୍ତୁ ସାବଧାନ
ଅଧିକାଂଶ ଲୋକ ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଠିକ ସମୟରେ ଖାଇ ପାରନ୍ତି ନାହିଁ । ଫଳସ୍ୱରୂପ ସେମାନଙ୍କର ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ପଡ଼ିଥାଏ । ଅନେକ ଲୋକ କାର୍ଯ୍ୟ ବ୍ୟସ୍ତ ଯୋଗୁଁ ହେଉ ଅବା ଅବହେଳାରୁ ହେଉ…