ରାଜ୍ୟର ୧୦ ଜିଲ୍ଲାରେ ଲାଗୁ ହେଲା ନାଇଟ କର୍ଫ୍ୟୁ ।

ଭୁବନେଶ୍ୱର,୩ ।୪(ଓଡିଶା ଭାସ୍କର): ରାଜ୍ୟ ରେ କରୋନା ଭାଇରସ ର ପ୍ରକୋପ ବଢ଼ିବାରେ ଲାଗିଛି । ଏଥିପାଇଁ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ବଲାଙ୍ଗିର, ନୂଆପଡା, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି ଓ…

ବିଏମସି ପରେ ଆସିଲା ସିଏମସିର ଗାଇଡଲାଇନ୍: ଜାଣନ୍ତୁ କ’ଣ

କଟକ, ୩ା୪ (ଓଡିଶା ଭାସ୍କର): ରାଜ୍ୟରେ କୋରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି । ଗତକାଲି ବିଏମସି ପକ୍ଷରୁ ଗାଇଡଲାଇନ ଆସିଥିବା ବେଳେ ଏବେ କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ନୂଆ ଗାଇଡଲାଇନ୍ ଆସିଛି ।…

ଭୟଙ୍କର ଟ୍ରେନ୍ ଦୁର୍ଘଟଣା: ୪୧ ମୃତ, ୬୦ ଆହତ

ତାଇପେଇ, ୩ା୪: ତାଇୱାନରେ ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୪୧ ଜଣଙ୍କର ମୃତ୍ୟୁ ଘଟିଛି । ଏଥିସହ ୬୦ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି । ଏକ ଟ୍ରକକୁ ଧକ୍କା ଦେବା ପରେ ଟ୍ରେନଟି ଏକ…

ଅପରାହ୍ମ ୩ଟା ୩୦ ସୁଦ୍ଧା ୬ ଜିଲ୍ଲା ସାବଧାନ୍!

ଭୁବନେଶ୍ୱର,୩ ।୪(ଓଡିଶା ଭାସ୍କର): ରାଜ୍ୟରେ ବଜ୍ରପାତ ସାଙ୍ଗକୁ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଆଜି ଅପରାହ୍ମ ୩ଟା ୩୦ ସୁଦ୍ଧା ୬ ଜିଲ୍ଲାକୁ ସାବଧାନ ରହିବାକୁ ସତର୍କ ସୂଚନା ଦିଆଯାଇଛି । ସୁରକ୍ଷିତ ସ୍ଥାନରେ…

ବାଚସ୍ପତିଙ୍କ ଉପରକୁ ଚପଲ ଫୋପାଡିଲେ ବିରୋଧୀ, ଜାଣନ୍ତୁ କିଏ?

ଭୁବନେଶ୍ୱର,୩ ।୪(ଓଡିଶା ଭାସ୍କର): ଲୋକାୟୁକ୍ତ ସଂଶୋଧନ ବିଲକୁ ନେଇ ଆଜି ଗୃହରେ ହୋ-ହାଲ୍ଲା ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ବାଚସ୍ପତି ସୂର୍ଯ୍ୟ ନାରାୟଣଙ୍କ ଉପରକୁ ଚପଲ ଫୋପାଡିଛନ୍ତି ବିରୋଧୀ ସଦସ୍ୟ ।…

ବିଧାନସଭାରେ ଉପସ୍ଥାପିତ ହେଲା ସିଏଜି ରିପୋର୍ଟ

ଭୁବନେଶ୍ୱର, ୩ା୪ (ଓଡିଶା ଭାସ୍କର): ବିଧାନସଭାରେ ଉପସ୍ଥାପିତ ହୋଇଛି ସିଏଜି ରିପୋର୍ଟ । ସାଧାରଣ ଓ ସାମାଜିକ, ରାଜସ୍ୱ ଓ ଆର୍ଥିକ କ୍ଷେତ୍ରର ସିଏଜି ରିପୋର୍ଟ ଗୃହରେ ଉପସ୍ଥାପିତ ହୋଇଛି । ୨୦୧୯-୨୦ ବର୍ଷ ପାଇଁ ଏହି…