ଦେଶରେ ମୃତ୍ୟୁସଂଖ୍ୟା ୮ ଶହ ଟପିଲା, ୧.୬୨ ଲକ୍ଷ ସଂକ୍ରମିତ

ନୂଆଦିଲ୍ଲୀ, ୧୩ା୪ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୮୭୯ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୭୧ ହଜାର ୫୮କୁ ବୃଦ୍ଧି…

ଝରାଫୁଲ ଡେଥ୍ ସସପେନ୍ସର ଗୁମର ଖୋଲିଲା: ଜଣାପଡ଼ିଲା କେମିତି କରାଯାଇଥିଲା ମର୍ଡର

ଭୁବନେଶ୍ୱର, ୧୩ା୪ (ଓଡିଶା ଭାସ୍କର): ଭୁବନେଶ୍ୱରର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ଉପରୁ ପରଦା ହଟିଛି । ଝରାଫୁଲଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି । ଏହି ମାମଲାର ଅନ୍ୟତମ…

ଆକ୍ରାନ୍ତ ସଂଖ୍ୟା ପୁଣି ୧୭ ଶହ ଟପିଲା, ଆଜି ଚିହ୍ନଟ ହେଲେ ୧୭୮୪ ପଜିଟିଭ୍, ରାଜ୍ୟରେ ପୁଣି ଦୁଇଜଣଙ୍କ ମୃତ୍ୟୁ

ଭୁବନେଶ୍ୱର, ୧୩ା୪ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦିନକୁ ଦିନ ନୂଆ ସଂକ୍ରମିତଙ୍କ ଚିହ୍ନଟ ହେବା ପ୍ରଶାସନ ଓ ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି । ଏହା ମଧ୍ୟରେ ଆଜି ପୁଣି…

ଦଶମ ଓ ଦ୍ୱାଦଶ ପାସ୍ ଛାତ୍ରଛାତ୍ରୀଙ୍କ ପାଇଁ ଆସିଗଲା ବଡ଼ ନିଯୁକ୍ତି ସୁଯୋଗ, ଜାଣନ୍ତୁ ଆବେଦନ କରିବାର ଅନ୍ତିମ ତାରିଖ

ଦେଶରେ କରୋନା ଜାରି ରହିଥିବାରୁ ବିଗତ ଏକବର୍ଷ ଧରି ନିଯୁକ୍ତି କ୍ଷେତ୍ର ମାନ୍ଦା ହୋଇ ରହିଛି । ଫଳରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ବେକାର ହୋଇ ଘରେ ବସି ରହିଛନ୍ତି । ତେବେ ବର୍ତ୍ତମାନ ଦଶମ ଓ ଦ୍ୱାଦଶ ପାସ୍…

ବାଲେଶ୍ୱର ଗସ୍ତରେ ୩ ସଚିବ, ପ୍ରକଳ୍ପର କରିବେ ସମୀକ୍ଷା

ଭୁବନେଶ୍ୱର, ୧୩ା୪ (ଓଡିଶା ଭାସ୍କର): ଆଜି ରାଜ୍ୟର ୩ ଜଣ ସଚିବ ବାଲେଶ୍ୱର ଜିଲ୍ଲା ଗସ୍ତ କରିଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫-ଟି ସଚିବ ଭି.କେ. ପାଣ୍ଡିଆନ୍, ପୂର୍ତ୍ତ ବିଭାଗ ସଚିବ କ୍ରିଷନ କୁମାର…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୨୯.୫୮ ଲକ୍ଷ, ସଂକ୍ରମଣ ଦୃଷ୍ଟିରୁ ଭାରତର ସ୍ଥାନ ଦ୍ୱିତୀୟ

ନୂଆଦିଲ୍ଲୀ, ୧୩ା୪ (ଓଡିଶା ଭାସ୍କର): ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୨୯ ଲକ୍ଷ ୫୮ ହଜାର ୨୪୦ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା…

ରାଶିଫଳ(ମଙ୍ଗଳବାର ,୧୩ ଅପ୍ରିଲ ,୨୦୨୧)

ମେଷ - ଶୁଭଦିନ ରହିବ ସମୟ ସାଥ ଦେବ ମନମୁତାବକ ପରିବେଷ ମଧ୍ୟରେ ଦିନ କଟିବ, ମାନ ସମ୍ମାନ,ଟଙ୍କାପଇସା କ୍ଷେତ୍ରରେ ଶୁଭଫଳ ମିଳିବ, କୌଣସି ଦିଗଭରୁ କର୍ମ ସମ୍ବନ୍ଧିୟ ଶୁଭ ଖବର ମିଳିବ, ଶୁଭସମୟ ରହିବ ଫଳରେ ମାନସିକ ସ୍ତରରେ…