ଜୁନ୍ ୧୭ରେ ଆରମ୍ଭ ହେବ OJEE ପରୀକ୍ଷା

ଭୁବନେଶ୍ୱର ୧୫ ।୪(ଓଡିଶା ଭାସ୍କର) : ଜୁନ୍ ୧୭ରେ ଆରମ୍ଭ ହେବ OJEE ପରୀକ୍ଷା । ରାଜ୍ୟରେ ଜୁନ୍ ୧୭ ରୁ ୨୪ ଯାଏ ଚାଲିବ OJEE ପରୀକ୍ଷା । CBT ପଦ୍ଧତିରେ ହେବ ଏହି ଯୁଗ୍ମ ପ୍ରବେଶିକା ପରୀକ୍ଷା । ମେ’ ୧୫ ଯାଏ ଚାଲିବ…

ଶ୍ରୀଲଙ୍କାରେ ପହଞ୍ଚିଲା ଭାରତୀୟ ନୌସେନା ଜାହାଜ ରଣବିଜୟ, ୩ ଦିନିଆ ସଦଭାବନା ଯାତ୍ରା ଆରମ୍ଭ

ନୂଆଦିଲ୍ଳୀ, ୧୫/୦୪: ଶ୍ରୀଲଙ୍କା ଏବଂ ଭାରତ ମଧ୍ୟରେ ସାମୁଦ୍ରିକ ସୁରକ୍ଷା ସହଯୋଗ ବିକଶିତ କରିବା ପ୍ରୟାସ ନିମନ୍ତେ ଭାରତୀୟ ନୌସେନାର ଜାହାଜ ଆଇଏନଏସ ରଣବିଜୟ ତିନି ଦିନିଆ ସଦଭାବନା ଯାତ୍ରା ପାଇଁ ବୁଧବାର ଶ୍ରୀଲଙ୍କା…

୬ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ଚାକିରି କରିଥିବା କର୍ମଚାରୀଙ୍କ ପାଇଁ ହାଇକୋର୍ଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି, ପଢ଼ନ୍ତୁ ପୁରା ଖବର

କଟକ,୧୫/୪ (ଓଡିଶା ଭାସ୍କର) : ୬ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ଚାକିରି କରିଥିବା କର୍ମଚାରୀଙ୍କ ପାଇଁ ଆଜି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଉକ୍ତ ରାୟ ଅନୁସାରେ ଯଦି ଜଣେ କର୍ମଚାରୀ ତାଙ୍କ…

ରାଜ୍ୟ ସରକାରଙ୍କ ଚିନ୍ତା ବଢାଉଛି କରୋନା; ସର୍ବାଧିକ ସୁନ୍ଦରଗଡ଼ରୁ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର ୧୫ ।୪(ଓଡିଶା ଭାସ୍କର) : ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ସଂକ୍ରମଣ । ଆଜି ଦିନରେ ୩ ହଜାର ପାଖାପାଖି କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢିଯାଇଛି । ଗତ ୨୪…

ଆଜିଠୁ ବନ୍ଦ ହେଲା ବାବା ଆଖଣ୍ଡଳମଣିଙ୍କ ଦର୍ଶନ

ଭଦ୍ରକ ୧୫ ।୪(ଓଡିଶା ଭାସ୍କର) : ବାବା ଆଖଣ୍ଡଳମଣିଙ୍କ ସାଧାରଣ ଦର୍ଶନକୁ ବନ୍ଦ କରିଛି ଜିଲ୍ଲା ପ୍ରଶାସନ । ମନ୍ଦିିରର ଜଣେ  ସେବାୟତ କରୋନା ପଜିଟିଭ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।…

ଖେଳ ହେଲା କାଳ: କାର୍ ଭିତରେ ଅଣନିଶ୍ୱାସୀ ହୋଇ ଚାଲିଗଲା ୩ ଶିଶୁଙ୍କ ଜୀବନ

ରାଜସ୍ଥାନ, ୧୫/୪ (ଓଡିଶା ଭାସ୍କର): ରାଜସ୍ଥାନର ଭରତପୁରରେ ଘଟିଛି ଏକ ଅଭାବନୀୟ ଘଟଣା । ଖେଳୁ ଖେଳୁ କାର୍ ରେ ବନ୍ଦ ହୋଇଯାଇଥିଲେ ତିନି ଜଣ ଶିଶୁ । ଏହାପରେ ଅଣନିଶ୍ୱାସୀ ହୋଇ ଚାଲିଗଲା ତିନୋଟି ଯାକ ଶିଶୁଙ୍କ ଜୀବନ ।…

ଆରପାରିରେ ପଶ୍ଚିମବଙ୍ଗ କଂଗ୍ରେସ ପ୍ରାର୍ଥୀ ରିଜାଉଲ୍ ହକ୍

ପଶ୍ଚିମବଙ୍ଗ, ୧୫/୪ (ଓଡିଶା ଭାସ୍କର): ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଭିତରେ ଏକ ନିରାଶଜନକ ଖବର ଆସିଛି । ନିର୍ବାଚନ ଲଢ଼ୁଥିବା ଜଣେ ପ୍ରାର୍ଥୀଙ୍କର ଆଜି କରୋନାରେ ମୃତ୍ୟୁ ହୋଇଛି । ପଶ୍ଚିମବଙ୍ଗ ମୁର୍ସିଦାବାଦ୍…

କେନ୍ଦ୍ରର ନୂଆ ନିୟମ: BIS ଲାଇସେନ୍ସ ପ୍ରମାଣପତ୍ର ଏବଂ ନବୀକରଣରେ ମିଳିବ ୫୦ % ରିହାତି

କେନ୍ଦ୍ର ସରକାର ଲଘୁ ଉଦ୍ୟୋଗ, ଷ୍ଟାର୍ଟ ଅପ ଏବଂ ମହିଳା ଉଦ୍ୟମୀଙ୍କ ପାଇଁ ନୂତନ BIS ଲାଇସେନ୍ସ ଏବଂ ସାର୍ଟିଫିକେଟର ବାର୍ଷିକ ନବୀକରଣ ଶୁଳ୍କରେ ୫୦ ପ୍ରତିଶତ ଛାଡ କରିଛନ୍ତି । ଏହି ସେବା ଏବେ ମାଗଣାରେ ମିଳିବ, ଏବଂ…