ଶରୀରରେ ଅକ୍ସିଜେନ ସ୍ତର କମିଲେ ଦେଖାଯିବ ଏପରି ଲକ୍ଷଣ, ଜାଣନ୍ତୁ କେବେ ରୋଗୀଙ୍କୁ ନେବେ ମେଡିକାଲ ?
ନୂଆଦିଲ୍ଲୀ,୨୭ ।୪: ସାରା ଦେଶରେ କରୋନା ଯୋଗୁଁ ହାହାକାର ସୃଷ୍ଟି ହୋଇଛି । ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଲୋକମାନେ ସବୁ ପ୍ରକାରର ପ୍ରୟାସ କରୁଛନ୍ତି । ଏହା ସତ୍ତ୍ୱେ ଲୋକମାନେ କରୋନାର ଦ୍ୱିତୀୟ ଲହରରୀରୁ ରକ୍ଷା…