fbpx
BSKY SKY
BSKY SKY

ନବୀନଙ୍କୁ ସଂସଦୀୟ କମିଟିର ପ୍ରଶଂସା

BSKY

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସଂସଦୀୟ ସ୍ଥାୟୀ କମିଟିର ପ୍ରଶଂସା । ପ୍ରଶଂସା କଲା ଶିକ୍ଷା ଓ କ୍ରୀଡ଼ା ସଂକ୍ରାନ୍ତ ସଂସଦୀୟ ସ୍ଥାୟୀ କମିଟି । ଭାରତରେ ହକିର ବିକାଶରେ ନବୀନଙ୍କ ଅବଦାନ ପାଇଁ ପ୍ରଶଂସା । ଓଡ଼ିଶାରେ ଅତ୍ୟାଧୁନିକ କ୍ରୀଡ଼ା କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି ନବୀନ । ବର୍ତ୍ତମାନ ଭାରତୀୟ ପୁରୁଷ ଓ ମହିଳା ହକି ଟିମର ପ୍ରାୟୋଜକ ଅଛି ଓଡ଼ିଶା । ୨୦୧୮ରୁ ନିରନ୍ତର ପୃଷ୍ଠପୋଷକତା ପାଇଁ ଉଭୟ ଦଳ ଅଲିମ୍ପିକରେ ସଫଳ ହୋଇଛନ୍ତି । ୪୧ ବର୍ଷ ପରେ ହକିରେ ଅଲିମ୍ପିକ ପଦକ ଜିତିଛି ଭାରତୀୟ ପୁରୁଷ ଦଳ । ପ୍ରଥମ ଥର ପାଇଁ ଅଲିମ୍ପିକ ହକିର ସେମିଫାଇନାଲ ଖେଳିଛି ମହିଳା ଦଳ ।

Get real time updates directly on you device, subscribe now.