fbpx

ରାଜ୍ୟରେ ମୁଣ୍ଡ ପିଛା ଋଣ ୨୩ ହଜାରରୁ ଅଧିକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ମୁଣ୍ଡ ପିଛା ଋଣ ବଢ଼ିବାରେ ଲାଗିଛି । ୨୦୨୧-୨୨ରେ ମୁଣ୍ଡ ପିଛା ଋଣ ୨୩ ହଜାର ୭୬୧ ଟଙ୍କା ରହିଛି । ୨୦୧୧-୧୨ରେ ମୁଣ୍ଡପିଛା ଋଣ ୯ ହଜାର ୧୪୪ ଟଙ୍କା ରହିଥିଲା । ରାଜ୍ୟର ଋଣ ୧ ଲକ୍ଷ ୨୨ ହଜାର ୯୧୭ କୋଟି ୨୫ ଲକ୍ଷ ହେବ । ଜୁଲାଇ ସୁଦ୍ଧା ଋଣ ୧ ଲକ୍ଷ ୪ ହଜାର ୩୧୨ କୋଟି ୧୨ ଲକ୍ଷ ହୋଇଥିଲା । ବିଧାୟକ ସୌମ୍ୟରଞ୍ଜନଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଗୃହରେ କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

Get real time updates directly on you device, subscribe now.