ନୂଆଦିଲ୍ଲୀ: ପିଏଫ୍ ଉଠାଣର ସ୍ୱୟଂ ସମାଧାନ ସୀମା ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି। ଅଟୋ ସେଟଲମେଣ୍ଟ ଆଡଭାନ୍ସ କ୍ଲେମ୍ ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି। ୧ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଁ ଇପିଏଫର ନିଷ୍ପତ୍ତି।
ଇପିଏଫଓ ପ୍ରସ୍ତାବକୁ କେନ୍ଦ୍ର ଶ୍ରମ ମନ୍ତ୍ରାଳୟର ସ୍ୱୀକୃତି ସୂଚନା। ଇପିଏଫଓର ୭.୫ କୋଟି କର୍ମଚାରୀ ଏହାଦ୍ୱାରା ଉପକୃତ ହେବେ। ପୂର୍ବରୁ କେବଳ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଏଏସଏସି ସୁବିଧା ମିଳୁଥିଲା। ଏଣିକି ଶିକ୍ଷା, ବିବାହ, ଘର ତିଆରି ପାଇଁ ମଧ୍ୟ ଏଏସଏସି ମିଳିବ।