fbpx
BSKY
BJD MC SKY
BJD MS SKY

ଓଲଟିଲା ପିକଅପ୍‌, ୨ମୃତ , ୧୫ ଗୁରୁତର

ହିଞ୍ଜିଳିକାଟୁ: ହିଞ୍ଜିଳି ଥାନା ସୋମପୁର ଛକ ସାରୁ ନିକଟରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ପିକଅପ୍ ଭ୍ୟାନଟି ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଗୁରୁତର ଆହତ ହୋଇଥିବାର ଜଣାପଡ଼ିଛି । ଗାଡ଼ିରେ ମୋଟ୍ ୨୨ ଜଣ ଯାତ୍ରୀ ଥିଲେ । ଦହିମୁଣ୍ଡି ଗାଁରୁ ଦଣ୍ଡୁଆଙ୍କୁ ନେଇ ଯାଉଥିଲା ଭ୍ୟାନ୍ । ସମସ୍ତ ଗୁରୁତରଙ୍କୁ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ତେବେ ୭ ଜଣ ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ପ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି ।

Get real time updates directly on you device, subscribe now.