fbpx
BSKY SKY
BSKY SKY

୨୨ ରାଉଣ୍ଡ ସୁଦ୍ଧା ଆଗରେ ବିଜେଡି ପ୍ରାର୍ଥୀ

BSKY

ଭୁବନେଶ୍ୱର: ପିପିଲି ଉପ ନିର୍ବାଚନ ଭୋଟ ଗଣତିର ୨୨ତମ ରାଉଣ୍ଡ ଫଳାଫଳ ସାମ୍ନାକୁ ଆସିଛି । ୨୨ତମ ରାଉଣ୍ଡ ସୁଦ୍ଧା ବିଜେଡି ୨୦,୧୫୨ ହଜାର ଭୋଟରେ ଆଗୁଆ ରହିଛନ୍ତି ବିଜେଡି ପ୍ରାର୍ଥୀ ।

୨୨ ରାଉଣ୍ଡ ସୁଦ୍ଧା ବିଜେଡି ୮୫,୭୮୪ ଭୋଟ ସହ ପ୍ରଥମ ସ୍ଥାନରେ ଥିବାବେଳେ ୬୫,୬୩୩ ଭୋଟରେ ବିଜେପି ଦ୍ୱିତୀୟ ସ୍ଥାନରେ ଏବଂ ୩୯୬୮ ଭୋଟ ସହ  କଂଗ୍ରେସ ତୃତୀୟ ସ୍ଥାନରେ ରହିଛି ।

୨୨ ତମ ରାଉଣ୍ଡରେ ବିଜେଡିକୁ ୩ ହଜାର ୭୩୦ ଭୋଟ, ବିଜେପିକୁ ୪ହଜାର ୨୧୮ ଭୋଟ ଏବଂ କଂଗ୍ରେସକୁ ୯୭ ଭୋଟ ମିଳିଛି ।

Get real time updates directly on you device, subscribe now.