fbpx

ପିଏନବି ଠକେଇ, ତଦନ୍ତ କରିବ ଇଡ଼ି

ଭୁବନେଶ୍ୱର, ୧୫ା୬(ଓଡ଼ିଶା ଭାସ୍କର): ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୩୪କୋଟି ଟଙ୍କା ଠକେଇ ହୋଇଥିଲା । ଏନେଇ ମାମଲା ମଧ୍ୟ ରୁଜୁ ହୋଇଥିଲା । ତେଣୁ ବେଆଇନ ଅର୍ଥ କାରବାର ଆଇନ ଅନୁସାରେ ଇଡ଼ି ତଦନ୍ତ ଆରମ୍ଭ କରିଛି । ଏହି ମାମଲାରେ ଗ୍ଲୋବାଲ ଟ୍ରେଡ଼ିଂ ସଲ୍ୟୁସନ କମ୍ପାନି ଓ ପିଏନବି ତଦନ୍ତ ପରିସରଭୁକ୍ତ ରହିଛି । ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ଏହି ମାମଲାର ତଦନ୍ତ କରୁଛି ଭୁବନେଶ୍ୱରର ସିବିଆଇ ।

Get real time updates directly on you device, subscribe now.