BREAKING: ରାଉରକେଲାରେ ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
ରାଉରକେଲାରେ ଡକାୟତି ଷଡ଼ଯନ୍ତ୍ର ବେଳେ ୪ ଡକାୟତ ଗିରଫ କରିଛି ପୋଲିସ।
ରାଉରକେଲା: ଡକାୟତି ଷଡ଼ଯନ୍ତ୍ରରେ ଫେଲ ମାରିଲେ ଡକାୟତ। ଖବର ପାଇ ସଠିକ୍ ସମୟରେ ମାଡ଼ିବ ସିଲା ପୋଲିସ। ରାଉରକେଲାରେ ଘଟିଛି ଏହି ଘଟଣା।
ଡକାୟତି ଷଡ଼ଯନ୍ତ୍ର ବେଳେ ୪ ଡକାୟତ ଗିରଫ କରିଛି ପୋଲିସ। ପ୍ଲାଣ୍ଟସାଇଟ୍ ଥାନା ଟିମ୍ବର କଲୋନୀରୁ ୪ଜଣ ଡକାୟତଙ୍କୁ ଗିରଫ କରିଛି ପୋଲିସ।
ସେମାନଙ୍କ ଠାରୁ ମାରାଣାସ୍ତ୍ର ବନ୍ଧୁକ ସହ ବୁଝାଲି ଜବତ କରିଛି ପୋଲିସ। ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ। ଏହି ଡକାୟତି ସହ କୌଣସି ଗ୍ୟାଙ୍ଗ ସାମିଲ ଅଛି କି ନାହିଁ ସେନେଇ ତଦନ୍ତ ଜୋରଦାର କରିଛି ପୋଲିସ।