fbpx

ସାବଧାନ ! ଗାଡି ଚଳାଇବା ସମୟରେ ମୋବାଇଲ୍‌ରେ ଗପିଲେ ପୋଲିସ ନେବ ବଡ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଏଣିକି ଅମାନିଆ ଗାଡି ଚାଳକଙ୍କୁ ଆଉ ଛାଡ ନାହିଁ । ଯଦି ଗାଡି ଚଲାଉଥିବା ବେଳେ ଆପଣ ଫୋନ୍‌ରେ କଥା ହେଉଥିବେ ତେବେ ପୋଲିସ ନେବ କଡା କାର୍ଯ୍ୟାନୁଷ୍ଠାନ । ଗାଡି ସହ ମୋବାଇଲ୍‌କୁ ବି ଜବତ କରିବ ପୋଲିସ । ଏହା ସହିତ ରାସ୍ତାରେ ସ୍ପାଇକ୍ ବିଛାଇବାକୁ ମଧ୍ୟ ଯୋଜନା କରୁଛି ପୋଲିସ । ଜବତ ଗାଡିକୁ କୋର୍ଟ ଚାଲାଣ କରିବ କମିଶନରେଟ୍ ପୋଲିସ୍ । ପୋଲିସ କମିଶନର ସଞ୍ଜୀବ ପଣ୍ଡା ଏ ବିଷୟରେ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.