fbpx

ଏଣିକି ଘରୋଇ ସ୍କୁଲରେ ପଢିବେ ଗରିବ ପିଲା

ଭୁବନେଶ୍ୱର,୨୦ ।୨(ଓଡିଶା ଭାସ୍କର): ଏଣିକି ଘରୋଇ ସ୍କୁଲରେ ନାଁ ଲେଖାଇପାରିବେ ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀ । ଫେବ୍ରୁଆରୀ ୨୪ରେ ଅନଲାଇନ ନାମଲେଖା ବ୍ୟବସ୍ଥାର ଶୁଭାରମ୍ଭ ହେବାକୁ ଯାଉଛି । ଇଣ୍ଡସ ଆକ୍ସନ ସଂସ୍ଥା ସହିତ ଚୁକ୍ତି କରିଛନ୍ତି ରାଜ୍ୟ ସରକାର । ଚୁକ୍ତି ଅନୁସାରେ ୨୫ ତାରିଖରୁ ନାମଲେଖା ପାଇଁ ଛାତ୍ରଛାତ୍ରୀମାନେ ନାମଲେଖା ପାଇଁ ଆବେଦନ କରିପାରିବେ । ଏହା ସହ ୯ ହଜାର ୯୬୫ ଜୁନିଅର ଶିକ୍ଷକଙ୍କୁ ନିୟମିତ କରିଛନ୍ତି ରାଜ୍ୟ ସରକାର । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

Get real time updates directly on you device, subscribe now.