ଯାଜପୁର: ଗର୍ଭବତୀ ନାବାଳିକାକୁ ପୋଡ଼ି ମାରିବା ମାମଲାରେ ମା’ ବାପାଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।
୨୦୧୬ରେ ବିଞ୍ଝାରପୁର ଥାନାରେ ଗର୍ଭବତୀ ନାବାଳିକାଙ୍କୁ ହତ୍ୟା ନେଇ ମାମଲା ରୁଜୁ କରାଯାଇଥିଲା ।
ନାବାଳିକା ଝିଅ ୩ ମାସର ଗର୍ଭବତୀ ଥିବା କାରଣରୁ ବାପାମା’ ତାଙ୍କୁ ମାରି ପୋଡ଼ି ନଦୀରେ ଭସାଇ ଦେଇଥିଲେ ।
ବାପା ମା’ଙ୍କୁ ଆଜୀବନ ଦଣ୍ଡାଦେଶ ଦେଇଛନ୍ତି ଫାଷ୍ଟ ଟ୍ରାକ୍ କୋର୍ଟ ।