fbpx

ଗର୍ଭବତୀ ମହିଳାଙ୍କୁ ଡାକ୍ତରଙ୍କ ମାଡ଼ ଅଭିଯୋଗ: ସିଡିଏମଓଙ୍କ ନିକଟରେ ଅଭିଯୋଗ କଲେ ୩ ପ୍ରସୂତୀ

ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩ ଗର୍ଭବତୀ ମହିଳାଙ୍କୁ ପ୍ରସୂତୀ କକ୍ଷରେ ଡାକ୍ତର ମାଡ଼ ମାରିଥିବା ନେଇ ଅଭିଯୋଗ କରିଛନ୍ତି ସମ୍ପର୍କୀୟ । ଡାକ୍ତର ପ୍ରସୂତୀଙ୍କ ମୁଣ୍ଡରେ ହାତରେ ମାଡ଼ ମାରିବା ସହ କେହି କିଛି କରିପାରିବେନି ବୋଳି ଧମକ ଦେଇଥିବା ନେଇ ସିଡିଏମଓଙ୍କୁ ଅଭିଯୋଗ କରିଛନ୍ତି । ସେପଟେ ଅଭିଯୋଗର ତଦନ୍ତ ମଙ୍ଗଳବାର ହେବ ବୋଲି ସୂଚନା ଦେଇଛନ୍ତି ସଡିଏମଓ ।

Get real time updates directly on you device, subscribe now.