ମୟୁରଭଞ୍ଜ: ଠକେଇ କରି ଚାକିରୀ କରିବା ହେଲା ମହଙ୍ଗା। ଜାଲ ଦସ୍ତାବିଜରେ ଅଧ୍ୟାପକ ଚାକିରୀ କରି ଫସିଲେ ଉଦଳା କଲେଜର ଜୁଲୋଜି ଅଧ୍ୟାପକ ପ୍ରଭାକର ସାହୁ।
ଜାଲ ଦସ୍ତାବିଜ ଦେଇ ଉଦଳା କଲେଜରେ ଜୁଲୋଜି ଅଧ୍ୟାପକ ଭାବେ ଚାକିରୀ କରିଥିଲେ। ଏବେ ଧରା ପଡିବାରୁ ସବୁ ସରକାରୀ ସୁବିଧା ଉଠାଇ ନେଲା ଉଚ୍ଚଶିକ୍ଷା ବିଭାଗ।
କେବଳ ସେତିକି ନୁହେଁ ସରକାରୀ ସୁବିଧା ଉଠାଇ ନେବା ସହିତ ଠକାମୀ କରି ନେଇଥିବା ଟଙ୍କାକୁ ମଧ୍ୟ ଫେରସ୍ତ କରିବା ପାଇଁ ଦିଆଯାଇଛି ନିର୍ଦ୍ଦେଶ।