fbpx

ଜୁଲାଇ ୧ରୁ ପ୍ରତି ସୋମବାର ହେବ ଜନଶୁଣାଣି; ସବୁ ବିଭାଗର ଜନଶୁଣାଣି ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଜୁଲାଇ ୧ରୁ ପ୍ରତି ସୋମବାର ହେବ ଜନଶୁଣାଣି । ସବୁ ବିଭାଗର ଜନଶୁଣାଣି ପାଇଁ ନିର୍ଦ୍ଦେଶ । ନିର୍ଦ୍ଦେଶ ଜାରିକଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ । ଜିଲ୍ଲାସ୍ତରରେ ଜନଶୁଣାଣି କରିବେ ଏସ.ପି ଓ ଜିଲ୍ଲାପାଳ । ଜନଶୁଣାଣି ପରେ ପେର୍ଟାଲ୍ ରେ ରହିବ ଜନଶୁଣାଣି ରେକର୍ଡ ।

Get real time updates directly on you device, subscribe now.