ଆରମ୍ଭ ହେଲା ସୁଦର୍ଶନଙ୍କ ପହଣ୍ଡି, ଧାଡ଼ି ପହଣ୍ଡିରେ ଆସୁଛନ୍ତି ସୁଦର୍ଶନ
ଆରମ୍ଭ ହେଲା ସୁଦର୍ଶନଙ୍କ ପହଣ୍ଡି । ଧାଡ଼ି ପହଣ୍ଡିରେ ଆସୁଛନ୍ତି ସୁଦର୍ଶନ । ଦର୍ପଦଳନ ରଥରେ ବିରାଜମାନ କରିବେ ।
ପୁରୀ: ଆରମ୍ଭ ହେଲା ସୁଦର୍ଶନଙ୍କ ପହଣ୍ଡି । ଧାଡ଼ି ପହଣ୍ଡିରେ ଆସୁଛନ୍ତି ସୁଦର୍ଶନ । ଦର୍ପଦଳନ ରଥରେ ବିରାଜମାନ କରିବେ । ଘଣ୍ଟଘଣ୍ଟାରେ ଉଚ୍ଛୁଳି ପଡୁଛି ବଡ଼ଦାଣ୍ଡ ।
ଶ୍ରୀଜିଉଙ୍କ ପହଣ୍ଡି ବିଜେ ନୀତି ହେଇଛି । ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କର ହେବ ପହଣ୍ଡି । ଧାଡ଼ି ପହଣ୍ଡିରେ ରଥକୁ ଆସିବେ ଶ୍ରୀଜିଉ । ଏହାପରେ ବଡଭାଇ ବଳରାମ, ଏବଂ ତାପରେ ଦେବୀ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ନୀତି ହେବ ।