fbpx
BSKY SKY
BSKY SKY

ରାମନବମୀରୁ ଗଡିବ ପୁରୀ-ସମ୍ବଲପୁର ଇଣ୍ଟରସିଟି: ଭେଟି ଦେଲେ ସରକାର

BSKY

 ଭୁବନେଶ୍ୱର: ରାଜଧାନୀ ଦିଲ୍ଲୀରେ ୨ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଛନ୍ତି ଓଡ଼ିଶାର ବିଜେପି ବିଧାୟକ ଦଳ । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ବିଭିନ୍ନ ରେଳ ପ୍ରକଳ୍ପ ଉପରେ ଆଲୋଚନା କରାଯାଇଛି । ଆସନ୍ତା ରାମନବମୀରୁ ପୁରୀ-ସମ୍ବଲପୁର ଇଣ୍ଟରସିଟି ଗଡ଼ିବା ନେଇ ଆଲୋଚନାରେ ନିଷ୍ପତ୍ତି ନିଆଯାଇଛି । ଆଲୋଚନା ପରେ ଏ ନେଇ ସୂଚନା ଦେଇଛନ୍ତି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର । ଏହାପରେ ରାଜ୍ୟରେ ଖୁସିର ଲହରୀ ଖେଳିଯାଇଛି । ଆଉ ଏକ ଟ୍ରେନ ଗଡିଲେ ଉଭୟ ଜିଲ୍ଳା ପାଇଁ ଏହା ଖୁବ ସହାୟକ ହେବ ବୋଲି ରାଜ୍ୟବାସୀ ଆଶା ରଖିଛନ୍ତି । କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ମଧ୍ୟ ଭେଟି ଏ ସମ୍ପର୍କରେ ଆଲୋଚନା କରିଛନ୍ତି । କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ହଡ଼ପ କରୁଥିବା ଆଲୋଚନାର ଏକ ପ୍ରମୁଖ ବିଷୟ ପାଲଟିଥିଲା ।

Get real time updates directly on you device, subscribe now.