ଢାକା: ରବୀନ୍ଦ୍ରନାଥ ଟାଗୋରଙ୍କ ପୈତୃକ ଘରକୁ ଆକ୍ରମଣ କଲେ ଦୁର୍ବୃତ୍ତ । ବାଂଲାଦେଶର ଶାହଜାଦପୁରରେ ଅପସ୍ଥିତ ଟାଗୋରଙ୍କ ପୈତୃକ ଘର । ଯାହାକୁ ଅଡିଯୋରିୟମ କରାଯାଇଥିଲା ।
ଆକ୍ରମଣ ସମୟରେ ଟାଗୋରଙ୍କ ବିରୋଧରେ ଦୁର୍ବୃତ୍ତ ସ୍ଲୋଗାନ୍ ଦେଉଥିବା ସୂଚନା । ଘଟଣା ନେଇ ୟୁନୁସ ସରକାରଙ୍କୁ ଦାୟୀ କଲା ଭାରତୀୟ ଜନତା ପାର୍ଟି ।
ଦଳ ପକ୍ଷରୁ ଘଟଣାର ଘୋର ନିନ୍ଦା କରିଛି ବିଜେପି । ଆକ୍ରମଣ ପରେ ଅଡିଟୋରିୟମକୁ ସରକାରଙ୍କ ପକ୍ଷରୁ ବନ୍ଦ କରାଯାଇଥିବାବେଳେ ସରକାରଙ୍କ ପକ୍ଷରୁ ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ।