fbpx

ରେଳମନ୍ତ୍ରୀ କଲେ ବଡ଼ ଘୋଷଣା, ଯାତ୍ରୀ ଦେଉଛନ୍ତି ଧନ୍ୟବାଦ

Advertisement

ଯଦି ଆପଣ ମଧ୍ୟ ରେଳଯାତ୍ରା କରୁଥାନ୍ତି ଏବଂ ଆପଣଙ୍କ ପାଇଁ ବଡ଼ ଖୁସିଖବର । ନିକଟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଖଜୁରାହୋ ଠାରୁ ଦିଲ୍ଳୀ ପର୍ଯ୍ୟନ୍ତ ବନ୍ଦେଭାରତ ଟ୍ରେନ୍ ଆରମ୍ଭ କରିବା ନେଇ ଘୋଷଣା କରିଛନ୍ତି ।

ସରକାର ଦେଶର ୭୫ ସହରକୁ ବନ୍ଦେ ଭାରତ ଟ୍ରେନ ସହ ଯୋଡ଼ିବା ପାଇଁ ଯୋଜନା କରିଛନ୍ି । ଏଥିପାଇଁ ଇଣ୍ଟ୍ରିଗଲ ଚେନ୍ନାଇ ରେ ପ୍ରସ୍ତୁତି କରାଯାଉଛି । ଏଠାରେ ଅଧିକ ୭୫ ବନ୍ଦେ ଭାରତ କୋଚ୍ ତିଆରି କରାଯାଉଛି, ଯାହା ଖୁବଶୀଘ୍ର ପ୍ରସ୍ତୁତ ହୋଇଯିବ । ବନ୍ଦେ ଭାରତ ଟ୍ରେନରେ ଯାତ୍ରଙ୍କ ସୁବିଧା ହିସାବରେ ଅଧିକ ସୁବିଧା ରହିଛି ।

ସୂଚନାଯୋଗ୍ୟ, ବନ୍ଦେ ଭାରତ ଟ୍ରେନ ର ପରୀକ୍ଷଣ ଆରମ୍ଭ ହୋଇସାରିଛି । ସେପଟେ ରେଳମନ୍ତ୍ରୀଙ୍କ ଏହି ଘୋଷଣା ପରେ ସୋସିଆଲ ମିଡିଆରେ ତାଙ୍କର ଧନ୍ୟବାଦର ସୁଅ ଛୁଟୁଛି ।

 

Get real time updates directly on you device, subscribe now.