fbpx

ପର୍ଣ୍ଣୋଗ୍ରାଫୀ ମାମଲା: ରାଜ୍ କୁନ୍ଦ୍ରାଙ୍କୁ ମିଳିଲା ଜାମିନ୍

ମୁମ୍ବାଇ: ପର୍ଣ୍ଣୋଗ୍ରାଫୀ ମାମଲାରେ ଗିରଫ ହୋଇଥିବା ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ୍ କୁନ୍ଦ୍ରାଙ୍କୁ ଆଜି ଜାମିନ୍ ପ୍ରଦାନ କରାଯାଇଛି । ତାଙ୍କୁ ୫୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଜାମିନ୍ ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ, ଜୁଲାଇ ୧୯ ତାରିଖରେ ରାଜ୍ କୁନ୍ଦ୍ରାଙ୍କୁ ଅଶ୍ଳୀଳ ଭିଡିଓ ମାମଲାରେ ଗିରଫ କରାଯାଇଥିଲା । ପର୍ଣ୍ଣ ଭିଡିଓ କରି ତାକୁ ଆପ୍ ରେ ଅପଲୋଡ୍ କରିବା ଅଭିଯୋଗ ତାଙ୍କ ବିରୋଧରେ ଅଣାଯାଇଥିଲା ।

Get real time updates directly on you device, subscribe now.