fbpx
BJD SKY
BJD SKY

ବିନା ହେଲମେଟରେ ରାଲି ମହଙ୍ଗା ପଡ଼ିବ

BJD

ଭୁବନେଶ୍ୱର, ୮ା୧୨ (ଓଡିଶା ଭାସ୍କର): କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି କୃଷକ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ଅନେକ ବିକ୍ଷୋଭକାରୀଙ୍କ ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଛି, ଯେଉଁମାନେ କି ଆଇନ ଅବମାନନା କରିଥିବା ଅଭିଯୋଗ ହୋଇଛି । ପୋଲିସ ସୂତ୍ରରୁ ପ୍ରକାଶ ଯେ, ବିନା ହେଲମେଟରେ ରାଲି କରୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ଘର ଠିକଣାରେ ଚାଲାଣ ପଠାଯିବ । ଏହି ଆନ୍ଦୋଳନରେ ଟ୍ୱିନ୍ ସିଟିରେ ୧୦୦ ଜଣଙ୍କୁ ଅଟକ ରଖାଯିବା ସହ ଅନ୍ୟମାନଙ୍କୁ ପୋଲିସ ଖୋଜୁଥିବା ଜଣାପଡ଼ିଛି ।

Get real time updates directly on you device, subscribe now.