fbpx

ମଇଁଷି ପଲକୁ ଧକ୍କା ଦେଲା ଏକ୍ସପ୍ରେସ ଟ୍ରେନ୍, ୨୭ ମଇଁଷି ମୃତ

ରାୟଗଡ଼ା: ମଇଁଷୀ ପଲ ଉପରେ ଟ୍ରେନ୍ ମାଡ଼ିଯିବାରୁ ପ୍ରାୟ ୩୦ରୁ ଉର୍ଦ୍ଧ ମଇଁଷିଙ୍କର ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ପିତା ମହଲ ସ୍ଥିତ ରେଳ ଲାଇନ୍ ନିକଟରେ ଏକ୍ସପ୍ରେସ୍ ଟ୍ରେନ୍ ମାଡ଼ିଯିବାରୁ ଏହି ଦୁର୍ଘଟଣା ଘଟିଛି । ମଇଁଷି ପଲ ରେଳ ଲାଇନ୍ ପାର ହେବା ବେଳେ ଅଲେପି-ଧାନବାଦ ଏକ୍ସପ୍ରେସ୍ ମାଡ଼ିଯାଇଥିଲା ।

 

Get real time updates directly on you device, subscribe now.