fbpx

ରାୟଗଡ଼ା DFO ସସପେଣ୍ଡ: କଳାହାଣ୍ଡି ଫରେଷ୍ଟର ଆତ୍ମହତ୍ୟା ମାମଲାରେ ବଡ଼ ଆକ୍ସନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସିଛି ଏକ ବଡ଼ ଖବର । ରାୟଗଡ଼ା ଡିଏଫଓ ଦେବେନ୍ଦ୍ର ବେହେରା ସସପେଣ୍ଡ ହୋଇଛନ୍ତି । କଳାହାଣ୍ଡି ଫରେଷ୍ଟର ଆତ୍ମହତ୍ୟା ମାମଲାରେ ଫିଏଫଓ ଶ୍ରୀ ବେହେରାଙ୍କ ବିରୋଧରେ ନିଆଯାଇଛି ଏହି କାର୍ଯ୍ୟାନୁଷ୍ଠାନ । ଏଥିସହିତ ବିନା ଅନୁମତିରେ ମୁଖ୍ୟାଳୟ ନ ଛାଡ଼ିବାକୁ ଡିଏଫଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କଳାହାଣ୍ଡି ଫରେଷ୍ଟର ଆତ୍ମହତ୍ୟା ନେଇ ଶ୍ରୀ ବେହେରାଙ୍କ ନାମରେ ମାମଲା ଦାୟର ହୋଇଥିଲା । ଭବାନିପାଟଣା ଥାନାର ୧୦୮ ବିଏନଏସରେ ଏହି ମାମଲା ଦାୟର ହୋଇଥିଲା ।

Get real time updates directly on you device, subscribe now.