fbpx

ଆରବିଆଇ ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ବଢ଼ିଲା ୩ ବର୍ଷ

ନୂଆଦିଲ୍ଲୀ: ଆରବିଆଇ ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ୩ ବର୍ଷ ବଢ଼ିଛି । କ୍ୟାବିନେଟ୍ ଆପଏଣ୍ଟମେଣ୍ଟ କମିଟି ଅନୁମୋଦନ କରିଥିବା ସୂଚନା ମିଳିଛି । ୨୦୨୧ ଡିସେମ୍ବର ୧୦ରୁ ବର୍ଦ୍ଧିତ କାର୍ଯ୍ୟକାଳ ଲାଗୁ ହେବ । ୨୦୧୮ ଡିସେମ୍ବର ୧୨ରେ ୨୫ତମ ଆରବିଆଇ ଗଭର୍ଣ୍ଣର୍ ହୋଇଥିଲେ ।

Get real time updates directly on you device, subscribe now.