fbpx
BJD
BJD SKY
BJD SKY

ନା ଲଡୁ,ନା ପେଡା; ଭଗବାନ ରାମଙ୍କୁ ପସନ୍ଦ ଏହି ଏକମାତ୍ର ଭୋଗ, ଖୁଆଇ କରନ୍ତୁ ପ୍ରସନ୍ନ

ଓଡ଼ିଶା ଭାସ୍କର: ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ଓ ପ୍ରଭୁ ଶ୍ରୀରାମ ନୂତନ ମନ୍ଦିରରେ ବିରାଜମାନ କରିସାରିଛନ୍ତି । ଆପଣ ବି ଘରେ ପ୍ରଭୁ ଶ୍ରୀରାମଙ୍କୁ ପ୍ରତିଷ୍ଠା କରିଥିଲେ ନିତ୍ୟନୈମିତ୍ୟ କେଉଁ ଭୋଗ ଲଗାଇବେ ଜାଣି ନିଅନ୍ତୁ । ଏହି ଶୁଭ ଦିନରେ ଆସନ୍ତୁ ଜାଣିବା ପ୍ରଭୁ ଶ୍ରୀରାମଙ୍କୁ କେଉଁ ଭୋଗ ଅଧିକ ପସନ୍ଦ ।

ଏପରି ନୁହେଁ ଯେ, ଆପଣ ଭଗବାନ ରାମଙ୍କୁ ଲଡୁ ଓ ପେଡା ଭୋଗ ଦେଇପାରିବେ ନାହିଁ । କିନ୍ତୁ ପ୍ରଭୁ ଶ୍ରୀରାମଙ୍କୁ ଖିରି ବହୁତ ପସନ୍ଦ । ଯେତେବେଳେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନ ଜନ୍ମ ନେଇଥିଲେ ସେତେବେଳେ ରାଜ ମହଲରେ ସର୍ବପ୍ରଥମେ ଖିରି ବନାଯାଇଥିଲା ।

ସେହିପରି ୧୪ ବର୍ଷ ବନବାସ ସମୟରେ ସେ କନ୍ଦମୂଳ ଓ ବରକୋଳି ବହୁତ ଖାଇଥିଲେ । ଏହି କାରଣରୁ ଭଗବାନ ରାମଙ୍କୁ କନ୍ଦମୂଳ ଓ ବରକୋଳି ଭୋଗ ବି ଲଗାଯାଇଥାଏ । ରାମଚରିତ ମାନସ ଅନୁସାରେ ଭଗବାନ ରାମ ଶବରୀର ଅଇଁଠା କୋଳି ଖାଇଥିଲେ ।

Get real time updates directly on you device, subscribe now.