ସରକାରୀ ଅଫିସରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବ୍ୟବହାର ଉପରେ ଲାଗିଲା କଟକଣା
ଜଙ୍ଗଲ ପରିବେଶ ଅତିରିକ୍ତ ମୁଖ୍ୟ ସଚିବଙ୍କୁ ସବୁ ବିଭାଗ ସଚିବଙ୍କ ଚିଠି।
ଭୁବନେଶ୍ୱର: ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ମନା। ସରକାରୀ ଅଫିସରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବ୍ୟବହାର ଉପରେ ଲାଗିଲା କଟକଣା। ଏଣିକି ସରକାରୀ ଅଫିସରେ ସମସ୍ତ ପ୍ରକାର ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ବ୍ୟାନ୍ ନିର୍ଦ୍ଦେଶ।
ଏନେଇ ଜଙ୍ଗଲ ପରିବେଶ ଅତିରିକ୍ତ ମୁଖ୍ୟ ସଚିବଙ୍କୁ ସବୁ ବିଭାଗ ସଚିବଙ୍କ ଚିଠି। ସରକାରୀ ବୈଠକ, ସଭାସମିତିରେ ପ୍ଳାଷ୍ଟିକ ଜରି ଲାଗିଥିବା ଫୁଲତୋଡ଼ାକୁ ନାଁ। ପ୍ଲାଷ୍ଟିକ ଉପହାର, ପ୍ଲାଷ୍ଟିକ ଖାଦ୍ୟ ପୁଡିଆ, ପ୍ଲେଟ୍ ବ୍ୟବହାର ଉପରେ ମଧ୍ୟ ଲାଗିଲା କଟକଣା।