fbpx

ରାଜ୍ୟରେ କଡାକଡି ହେବ ସଡକ ନିରାପତ୍ତା ନିୟମ

Advertisement

ଭୁବନେଶ୍ୱର,୮ ।୩(ଓଡିଶା ଭାସ୍କର) : ରାଜ୍ୟରେ କଡାକଡି ହେବାକୁ ଯାଉଛି ସଡକ ନିରାପତ୍ତା ନିୟମ । ସଡକ ନିରାପର୍ତ୍ତା ନିୟମ କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ଦୁର୍ଘଟଣାଜନିତ ମୃତ୍ୟୁକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି । ଏନେଇ ପୋଲିସ ଅଧିକାରୀ ଓ ଆରଟିଓମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ବୈଠକରେ ସଡକ ନିରାପତ୍ତା ସ୍ଥିତି ସମୀକ୍ଷା କରିବା ସହ କଡାକଡି ନିୟମ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁରେଶ ମହାପାତ୍ର ।

Get real time updates directly on you device, subscribe now.