fbpx
BSKY SKY
BSKY SKY

ନବୀନ ନିବାସରେ ରୁଦ୍ର ମହାରଥୀ: ବିଧାୟକ ହେବା ପରେ ପରିବାର ସହ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ,ଦେଖନ୍ତୁ ଭିଡ଼ିଓ

BSKY

ପିପିଲିରେ ଅଦ୍ଭୂତ ପୂର୍ବ ବିଜୟ ପରେ ନବୀନ ନିବାସରେ ପହଞ୍ଚିଛନ୍ତି ରୁଦ୍ର ପ୍ରସାଦ ମହାରଥୀ । ପିପିଲି ଉପ ନିର୍ବାଚନରେ ନିଜର ନିକଟତମ ପ୍ରତିଦ୍ୱନ୍ଦୀ ଆଶ୍ରିତ ପଟ୍ଟନାୟକଙ୍କୁ ୨୦ ହଜାର ୬୨୬ ଭୋଟରେ ପରାସ୍ତ କରିବା ପରେ ସୋମବାର ସପରିବାର ନବୀନ ନିବାସରେ ପହଞ୍ଚିଛନ୍ତି ରୁଦ୍ର । ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡ଼ିଓ ।

Get real time updates directly on you device, subscribe now.